Daily Archives

କାହିଁକି ପାଳନ କରାଯାଏ ଜାଗର ଯାତ୍ରା ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବଶ୍ୱକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଯାଇ ସାଗର ମନ୍ଥନ ସମୟରେ ବାହାରିଥିବା ବିଷକୁ ମହାଦେବ ପାନ କରି ଦେଇଥିଲେ । ବିଷ ପାନ ପରେ ବିଷ ମହାଦେବଙ୍କ ଶରୀରର ଚାରିଆଡେ ଖେଳିଯାଇ ସେ ମୂର୍ଚ୍ଛାଗତ ଅବସ୍ଥାରେ ପଡି ରହିଥିଲେ । ଏହି ସମୟରେ ତାଙ୍କ ଆରୋଗ୍ୟ କାମନା
Read More...

ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା ଅନୁଷ୍ଠିତ : ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହା ଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ମାନି ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ
Read More...

ସିକୁଆଁ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେଲେ ରାଜକୁମାର ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତରେ ରାଜକୁମାର ଭୋଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ପ୍ରତିଦ୍ୱନ୍ଦୀ ନିରଞ୍ଜନ ସେଠ, ଦେବିପ୍ରୀୟା ସେଠ୍, ସୁଧୀର ଛତ୍ରିଆ ଓ ସୁନିଲ ସେଠଙ୍କୁ ହରାଇ ଏହି ପଦବୀ ହାସଲ କରିଛନ୍ତି । ସେ ମୋଟ ୮୯୧ ଭୋଟ୍‌ ପାଇଥିବା
Read More...

ବଦଳିଲା କୋଣାର୍କ ପରିଦର୍ଶନ ସମୟ : ଆଜିଠୁ ସନ୍ଧ୍ୟା ୭ରୁ ସୂର୍ଯ୍ୟମନ୍ଦିର ବନ୍ଦ

କୋଣାର୍କ, (ଦିଲ୍ଲୀପ କୁମାର ଧାଉଡିଆ) : କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ସକାଳ ୬ରୁ ସୂର୍ଯ୍ୟମନ୍ଦିର ମୁଖ୍ୟଦ୍ୱାର ଖୋଲା ରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ
Read More...

ସୁଦର୍ଶନଙ୍କ ଶାନ୍ତି ବାର୍ତ୍ତା : ୨୩ ହଜାର ୪୩୬ ରୁଦ୍ରାକ୍ଷରେ ନିର୍ମାଣ କଲେ ବାଲୁକାକଳା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ମହାଶିବରାତ୍ରି ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧ ଅବସରରେ ବାଲୁକା ଶିଳ୍ପୀ ଆମେ ଶାନ୍ତି ଚାହୁଁ ବୋଲି ବାର୍ତ୍ତା ଦେଇଛନ୍ତି । ଏକ ଶିବ ଲିଙ୍ଗ ସହ ମହାଦେବଙ୍କ ମୂର୍ତ୍ତି ନିର୍ମାଣ
Read More...

ଶୈବ ସଂସ୍କୃତିର ପ୍ରମୁଖ ପୀଠ ସୁବର୍ଣ୍ଣପୁରରେ ଆଜି ମହା ଶିବରାତ୍ରି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଓଡିଶାର ପ୍ରମୁଖ ଶୈବପୀଠ ତଥା ସଂସ୍କୃତିର ମାଟି ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ ଶିବ ମନ୍ଦିରରେ ଆଜି ପବିତ୍ର ମହା ଶିବରାତ୍ରି ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହେଉଛି । ସ୍ୱର୍ଣ୍ଣ ପ୍ରୟାଗ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣମେରୁ, ବାବା ରାମେଶ୍ୱର,
Read More...

୩୩ ବର୍ଷ ଧରି ସ୍ୱର୍ଣ୍ଣ ପ୍ରୟାଗର ରାମେଶ୍ୱର ମନ୍ଦିର ଯଜ୍ଞ ମଣ୍ଡପରେ ସମୂହ ବ୍ରତ ପନୋୟନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମ ରାମେଶ୍ୱରର ମନ୍ଦିରର ଯଜ୍ଞ ମଣ୍ଡପରେ ଆଜି ପଶ୍ଚିମ ଓଡିଶା ସ୍ତରୀୟ ସାମୂହିକ ବ୍ରତ ପନୋୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଧର୍ମ ପରାୟଣ ତଥା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ଦ୍ୱାରା ଆୟୋଜିତ
Read More...

ଛାତ ତିଆରି ପାଇଁ ରଡ ବାନ୍ଧିବା ବେଳେ ଘଟିଲା ଅଘଟଣ : ଯୁବକଙ୍କ ମୃତ୍ୟୁ

ଆଠମଲ୍ଲିକ : ଆଠମଲ୍ଲିକ ଥାନା ନୂଆମାଣତିର ଗାଁରେ ଘଟିଛି ଏକ ଅଘଟଣ । ବିଦ୍ୟୁତ୍ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପହିଛି । ମୃତକ ଜଣକ ଉକ୍ତ ଗାଁର କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି । ସୂଚନାନୁଯାୟୀ, ନୂଆମାଣତିର ଗାଁର ସର୍ବେଶ୍ୱର ଧଳଙ୍କ ଘର ଛାତ ପଡୁଥିଲା । ଗାଁର
Read More...

କେଛୋଦାଦର ପଞ୍ଚାୟତରେ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ସରପଞ୍ଚ ଭାବେ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ତୃତୀୟ ପର୍ଯ୍ୟାୟ ଭୋଟ ଗଣତିରେ ପାଇକମାଲ ବ୍ଳକ କେଛୋଦାଦର ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଚିତ୍ତରଞ୍ଜନ ପ୍ରଧାନ ୨୫ ଖଣ୍ଡ ଭୋଟରେ ଧନଞ୍ଜୟ ସାହୁଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେ ଜଣେ ଯୁବ ନେତା, ପରୋପକାରୀ
Read More...

୮ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ସହ ୨ ଗିରଫ

ଝାରସୁଗୁଡା : ଝାରସୁଗୁଡା ବିଟିଏମ୍‌ ସ୍ଥିତ ଏକ ଘରୁ ଆଠ କେଜି ୫ଶହ ଗ୍ରାମ ଗଂଜେଇ ଅବକାରୀ ପୋଲିସ ଜବତ କରିଛି । ଏଥିସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଦୁହେଁ ୨ ଭାଇ ବୋଲି ଜଣାପଡିଛି । ଉଭୟଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବିଟିଏମ୍‌
Read More...