Daily Archives

ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି । ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ
Read More...

ପୌର ନିର୍ବାଚନ ପାଇଁ ବାଟ ଫିଟିଲା : ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ପାଇଁ ପ୍ରକାଶ ପାଇଲା ତାଲିକା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌର ନିର୍ବାଚନ ପାଇଁ ଚୂଡ଼ାନ୍ତ ସିଟ୍ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ପ୍ରକାଶ ପାଇଛି । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କୁ ତାଲିକା ଦିଆଯାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରର
Read More...

ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୪୮୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୪୮୪୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୭୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୮୫୩୩ ନୂଆ
Read More...

ସାଧୁ ସାବଧାନ : ଆସୁଛି ପଞ୍ଚାୟତ ନିର୍ବାଚନ

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗ୍ରାମାଂଚଳର ବିକାଶ ପାଇଁ ଉଚିତ୍‌ ପ୍ରତିନିଧି ବାଛିବା ଏହା ହିଁ ମହାର୍ଘ୍ୟ ସମୟ । ଏହି ସମୟକୁ ହାତଛଡ଼ା କରିଦେଲେ ଗ୍ରାମାଂଚଳର ବିକାଶ ଆହୁରି ପାଂଚ ବର୍ଷ କାଳ ବାଟ ହୁଡ଼ିଯିବ । ଏଥିପାଇଁ ସମସ୍ତ ମତଦାତା କୌଣସି ଲୋଭର ବଶବର୍ତ୍ତୀ ନ ହୋଇ
Read More...

ସମାଜସେବୀ ତଥା ବିଶିଷ୍ଠ କଳାକାର ଲଳିତ ଜଗତ ନିର୍ବାଚନୀ ମଇଦାନରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଳିତ ଜଗତ ପାଇକମାଲ ବ୍ଲକରେ ପ୍ରଥମ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜଗତ ଜଣେ ସମାଜସେବୀ, ଉଚ୍ଚ ଶିକ୍ଷିତ, କଳା ସଂସ୍କୃତି
Read More...

ଛତ୍ରପୁରରୁ ମହିଳା ଉଦ୍ଧାର

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଏକ ମହିଳା ଯାହାର ବୟସ ଆନୁମାନିକ ୨୦ବର୍ଷ ହେବ, ଇତଃତସ୍ଥ ହୋଇ ବୁଲୁଥିବା ବେଳେ ସାମାଜିକ କର୍ମୀ ଏସ. ରାମକୃଷ୍ଣ ରେଡ୍ଡୀଙ୍କ ନଜର ପଡିଥିଲା । ସେହି ସମୟରେ ତାର ମାନସିକ ଅବସ୍ଥା ଠିକ୍‌ ନଥିବା ଜାଣିପାରି ସେ କାଳବିଳମ୍ବ ନ କରି ଛତ୍ରପୁର ଏସ୍‌ଡ଼ିଜେଏମ୍
Read More...

ବ୍ରହ୍ମପୁର ଏମ୍‌କେସିଜି ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁର ଏମ୍‌କେସିଜି କ୍ରିକେଟ ପଡ଼ିଆରେ କ୍ରିକେଟ କନଫରେନ୍ସ ଦ୍ଵାରା ୫ ମ୍ୟାଚ୍ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଉଦ୍‌ଯାପନ ମ୍ୟାଚ୍‌ରେ କ୍ୟା କରପକତା ଇସ୍ ରେହେନେଇଯାତା ଟିମକୁ ୨୩ ରନ୍‌ରେ ପରାସ୍ତ କରି ବିଜୟଲାଭ କରିଛି ।
Read More...

ଓଷ୍ଟାର ସାଙ୍ଗଠନିକ ବୈଠକ ଓ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ସଙ୍ଗଠନ ସୁଦୃଢ଼, ବଳିଷ୍ଠ ଓ ବିକଶିତ ନ ହେଲେ ଆନ୍ଦୋଳନ ଫଳବତୀ ହେବ ନାହିଁ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦାରେ ଗତକାଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ଡେଲାଙ୍ଗ ମଣ୍ଡଳର ସାଂଗଠନିକ ବୈଠକ ଓ ନୂତନ
Read More...