Daily Archives

କ’ଣ ହେବ ପଞ୍ଚାୟତ ନିର୍ବାଚନ, ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର : ବଢୁଛି ରାଜ୍ୟରେ କରୋନା ସଂକ୍ରମଣ । ଏଭଳି ସ୍ଥିତିରେ କ'ଣ ହେବ ପଞ୍ଚାୟତ ନିର୍ବାଚନର ଭାଗ୍ୟ, ତାହାକୁ ନେଇ ଚାଲିଛି ଜୋର୍‌ସୋର୍‌ ଆଲୋଚନା । ନିର୍ବାଚନ କରାଯିବ ନା ଏଥିରେ ବ୍ରେକ ଲାଗିବ,ଏ ନେଇ ଆଲୋଚନା କରିବା ପାଇଁ ଆଜି ବୈଠକ ଡାକିଛନ୍‌ନ୍ତି ରାଜ୍ୟ ନିର୍ବାଚନ କମିସନ । ଆଜି
Read More...

ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗ୍ରାମରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ପ୍ରାୟ ୬ କ୍ୱିଣ୍ଟାଲ ୬୫କେ.ଜି ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବରପାଇ ଅବକାରୀ
Read More...

ବୁର୍ଲା ଥାନାରେ ପଶିଲା କରୋନା

ବୁର୍ଲା : ବୁର୍ଲା ଥାନାରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଥାନାର ୩ଜଣ କନେଷ୍ଟବଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ଜାଣିବା ପରେ ଥାନାକୁ ବିଶୋଧିତ କରାଯାଇଛି । ଥାନାରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ
Read More...

ବଢ଼ୁଛି କରୋନା ସଂକ୍ରମଣ, ଆଜି ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ବିସ୍ଫୋରଣ ମୁହାଁ ସଂକ୍ରମଣ ରେକର୍ଡ ହୋଇଛି । ଗତ ୨୪ ଘଂଟାରେ ୩୬୭୯ଜଣ ସଂକ୍ରମିତ ହୋଇଥିବା ବେଳେ ବଲାଙ୍ଗିରରେ ୩୫ ଜଣ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରାଯାଉଥିବା
Read More...

ଉଦ୍ୟୋଗପତି ଲାଲବାହାଦୁର ଗୁପ୍ତା ଚାଲିଗଲେ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ନିବାସୀ ବେଶ୍‌ ଜଣାଶୁଣା ଉଦ୍ୟୋଗପତି ଲାଲବାହାଦୁର ଗୁପ୍ତା(୫୮)ଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ଗୁଡ଼ଭେଲାକୁ ତାଙ୍କ ମରଶରୀର ଅଣାଯିବା ପରେ
Read More...

ସ୍ୱଚ୍ଛତା ପାଇଁ ସମସ୍ତେ ଉତ୍ସର୍ଗୀକୃତ ହେବା ଉଚିତ

ନୂଆଦିଲ୍ଲୀ, (ପିଆଇବି) : ଦେଶର ସର୍ବୋତ୍ତମ ବିକାଶ ପାଇଁ କେବଳ ପରିବେଶର ସ୍ୱଚ୍ଛତା ନୁହେଁ ମାନସିକ ସ୍ତରରେ ମଧ୍ୟ ସ୍ୱଚ୍ଛତା ଆପଣାଇବା ଆବଶ୍ୟକ । ସ୍ୱଚ୍ଛତା ପ୍ରତ୍ୟକ ମନୁଷ୍ୟର ପ୍ରମୁଖ ଦାୟିତ୍ୱ ହେବ। ସଂଗେ ସଂଗେ ନିଜ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆଣିବା ନିତାନ୍ତ ଆବଶ୍ୟକ । ଭୁବନେଶ୍ୱର
Read More...

ବିସ୍ଫୋରଣ ମୁହାଁ କରୋନା ସଂକ୍ରମଣ : ରାଜ୍ୟରେ ଆଜି ୩୬୭୯ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୬୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୮୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୬୬୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪୮ ଜଣ
Read More...

କୋଭିଡ ୧୯-ଓମିକ୍ରନ୍ ସୂଚନା

- ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକାରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର ● ଭାରତକୁ ଆସୁଥିବା ସମସ୍ତ ଯାତ୍ରୀ ୭ଦିନ ପର୍ୟ୍ୟନ୍ତ ଗୃହ ସଙ୍ଗରୋଧରେ ରହିବେ● ଭାରତରେ ପହଞ୍ଚିବାର ଅଷ୍ଟମ ଦିନରେ ଆରଟି-ପିସିଆର ପରୀକ୍ଷା କରାଇବେ● ୧୧ ଜାନୁଆରୀ ୨୦୨୨ (ରାତି ୧୨ଟା ୦୧) ଠାରୁ ଲାଗୁ
Read More...

କୋଲକାତାରେ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

● “ଭାରତ ଏହାର ଟିକାକରଣ ଅଭିଯାନରେ ଚଳିତବର୍ଷର ପ୍ରଥମ ମାସରେ ପ୍ରଥମ ସପ୍ତାହ ସୁଦ୍ଧା ୧୫୦କୋଟି ଡୋଜ ଟିକାକରଣ କରି ଇତିହାସ ରଚିଛି”● “ବର୍ଷକରୁ କମ୍ ସମୟ ମଧ୍ୟରେ ୧୫୦କୋଟି ମାତ୍ରା ଟିକା ପ୍ରଦାନ ଏକ ଅସାଧାରଣ ସଫଳତା ଓ ଦେଶର ନୂତନ ଇଚ୍ଛାଶକ୍ତିର ପ୍ରତୀକ”● “ଆୟୁଷ୍ମାନ ଭାରତ ସାମଗ୍ରିକ
Read More...

ଦେଓଗାଁରେ ପ୍ରଶାସନର ମାକ୍ସ ‌ଚେକିଙ୍ଗ୍‌ : ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଉପରମୁହାଁ ହେଉଛି କରୋନାର ତୃତୀୟ ଲହର । ଜିଲ୍ଲାର ଜଣେ ଓମିକ୍ରନ ଆକ୍ରାନ୍ତଙ୍କ ଦେହାନ୍ତ ହେବା ପରେ ସର୍ତକତା ଅବଲମ୍ବନ କରୁଛି ପ୍ରଶାସନ । ସେଥିପାଇଁ ଶୁକ୍ରବାର ଦିନ ଲୋକଙ୍କୁ ସଚେତନ କରିବା ପରେ ସଂନ୍ଧ୍ୟାରେ ମାର୍କେଟ କମ୍‌ପ୍ଲେକ୍ସ
Read More...