Daily Archives

ହୁସିଆର : ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ, ବଲାଙ୍ଗିର ଜିଲ୍ଲାରୁ ଗୋଟିଏ ମୁଣ୍ଡ ନେଲାଣି ଓମିକ୍ରନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ ବଲାଙ୍ଗିର ଜିଲ୍ଲାରୁ ଜଣକର ଜୀବନ ନେଇଛି ଆଜି । ଆଗଲପୁର ବ୍ଲକ୍‌ ଅଂଚଳରେ ଓମିକ୍ରନ୍‌ ସଂକ୍ରମଣରେ ଜଣକର ମୃତ୍ୟୁ ଘଟିଥିବା ବେଳେ ସାରା ଜିଲ୍ଲାରେ ଆତଙ୍କ
Read More...

ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଚଢ଼ାଉ ଓ ଦଣ୍ଡବିଧାନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ସମ୍ପର୍କରେ ଗତ ଡିସେମ୍ବର ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁ ସଭାରେ
Read More...

ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ପରଲୋକ : ମୃତକ ଜଣକ ବଲାଙ୍ଗିର ଜିଲ୍ଲାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଛି । ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ପରଲୋକ ଘଟିଛି ଓ ମୃତକ ଜଣକ ବଲାଙ୍ଗିରର ବୋଲି ସୂଚନା ମିଳିଛି । ବୁର୍ଲାରେ ଚିକିତ୍ସାଧୀନ
Read More...

ଡେଲାଙ୍ଗରେ ୧୨୫୫ ଜଣ ଛାତ୍ରଛାତ୍ରୀ ଦେଲେ ମାଟ୍ରିକ ପରୀକ୍ଷା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଭିଡ କଟକଣା ମଧ୍ୟରେ ଡେଲାଙ୍ଗରେ ୮ଟି ପରୀକ୍ଷା କେନ୍ଦ୍ରରେ ୧୨୫୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରଥମ
Read More...

ବୃହତ୍‌କାୟ ବଣ ଭୂଆଁ ଉଦ୍ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମର ସୁରେନ୍ଦ୍ର ପାଟ୍ଟଶାଣୀଙ୍କ କୁକୁଡ଼ା ଫାର୍ମରୁ ଏକ ବୃହତ୍‌କାୟ ବଣ ଭୂଆଁକୁ ସ୍ଥାନୀୟ ଜଙ୍ଗଲ ବିଭାଗର କର୍ମଚାରୀ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡ଼ିଛି । ସୂଚନା
Read More...

ପୁଣି ଫେରିଲା କରୋନା : ଆକ୍ରାନ୍ତ ହେଲେ ଦମ୍ପତ୍ତି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପିଠାପଡା ଗ୍ରାମର ପତିପତ୍ନୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପିଠାପଡା ଗ୍ରାମର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁବିଧା ହେବାରୁ ସେହି ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି
Read More...

ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ କରୋନା ସଂକ୍ରମିତ : ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ କରୋନାର ବିସ୍ଫୋରଣ ପରିସ୍ଥିତି ଦେଖିବାକୁ ମିଳିଛି । ଏହା ସହିତ ବଲିଉଡ ଏବଂ ଟିଭି ଅଭିନେତାମାନେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେଉଛନ୍ତି । ଟିଏମ୍‌ସି ସାଂସଦ ତଥା
Read More...

ଦିଲ୍ଲୀର ଲଜପତ ରାୟ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ୧୩ଟି ଅଗ୍ନିଶମ ଗାଡ଼ି

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ଲାଲକିଲ୍ଲା ସମ୍ମୁଖରେ ଥିବା ଲଜପତ ରାୟ ବଜାରରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା
Read More...

ଦ୍ୱିତୀୟ ଗିନିଜ ବିଶ୍ୱ କୀର୍ତ୍ତିମାନ ଲକ୍ଷ୍ୟରେ ସଚିନ ବେହେରା

ନୂଆପଡ଼ା, (ନିରାକାର ମେହେର) : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ଼୍‌ ରେକର୍ଡସ୍‌ରେ ନିଜ ନାମକୁ ଲିପିବଦ୍ଧ କରାଇ
Read More...

ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୯୦,୯୨୮ ନୂଆ ମାମଲା, ୩୨୫ ଲୋକଙ୍କ ପ୍ରାଣ ନେଲା

ନୂଆଦିଲ୍ଲୀ : ଦେଶରେ କ୍ଷୀପ୍ର ବେଗରେ କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ଭାରତ ୯୦,୯୨୮ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଗତ ୨୪ ଘଂଟା । ମଧ୍ୟରେ ୧୯,୨୦୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସକ୍ରିୟ ମାମଲା ସଂଖ୍ୟା ୨,୮୫,୪୦୧
Read More...