Daily Archives

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ
Read More...

ବଲାଙ୍ଗିର ଜିଲ୍ଲାରେ ୧୧ଟି ନୂଆ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ବସିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୧ଟି ନୂଆ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ଟାୱାର୍‌ ବସିବ । ଖପ୍ରାଖୋଲ ବ୍ଲକର ଖୋଲା, ପାଟଣାଗଡ଼ ବ୍ଲକର ଠେଲ୍‌କୋଛାପର୍‌, ସଇଁନ୍ତଲା ବ୍ଲକର ଗୋବିନ୍ଦପୁର, ବଲାଙ୍ଗିର ବ୍ଲକର ଖର୍ଲିକାନି, ତୁରେକେଲା ବ୍ଲକ୍‌ର ନାଗଫେନା, ବଡ଼ ଡକ୍‌ଲା,
Read More...

ରାଜେନ୍ଦ୍ର ୟୁନିଭର୍‌ସିଟି ପିଜି ହଷ୍ଟେଲ୍‌କୁ ପଶିଲା କରୋନା : ଜଣେ ପଜିଟିଭ୍‌ ଚିହ୍ନଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ୟୁନିଭର୍‌ସିଟି ପିଜି ହଷ୍ଟେଲ୍‌ର ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅସୁସ୍ଥତା ଅନୁଭବ ହେବାରୁ ଆଜି ତାଙ୍କ କରୋନା ପରୀକ୍ଷା ହୋଇଥିବା ବେଳେ ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏହା ଜଣାପଡ଼ିବା ପରେ ରାଜେନ୍ଦ୍ର
Read More...

୮୭ତମ ଜନ୍ମବାର୍ଷିକୀ ଅବସରରେ କବି ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧନା

ପାଠକ ହିଁ ଲେଖକର ଅସଲ ପ୍ରାପ୍ୟ : ପଦ୍ମଶ୍ରୀ ଡ. ଉଦ୍‌ଗାତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଆ, କୋଶଲୀ ଓ ହିନ୍ଦୀ ସାହିତ୍ୟର ଯଶସ୍ୱୀ କବି, କଥାକାର ଏବଂ ସାରସ୍ୱତ ସ୍ରଷ୍ଟା ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ୮୭ତମ ଜନ୍ମବାର୍ଷିକୀ ଅବସରରେ ଗୁରୁବାର
Read More...

୯ମ ଗୋଲଡେନ ଷ୍ଟାର କ୍ରିକେଟ ସେମିଫାଇନାଲ୍‌ରେ ପାଇକମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଖଇରପାଲିଠାରେ ଚାଲୁଥିବା ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ୍‌ର ଆଜିର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ ପାଇକମାଲ ଓ ଝାରବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ପାଇକମାଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୧୦୫ ରନ୍
Read More...

ବ୍ଲକ କୃଷି କାର୍ଯ୍ୟାଳୟକୁ ତାଲା ବନ୍ଦ କଲେ ଗାଇସିଲେଟ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲେଟ ବ୍ଲକ ଅଧିନସ୍ତ ବ୍ଲକ କୃଷି କାର୍ଯ୍ୟାଳୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଚିଠି ନ ୪୧୨୧/ ତା ୨୯/୧୨/୨୧ ଅନୁଯାୟୀ ଗତ ଖରିପ ଋତୁ ୨୦୨୧ ପାଇଁ ପିଏମ୍‌ମ୍ବିଏଫୱାଇର ରିଜେକ୍ଟ କ୍ଲେମ ମ୍ୟାନେଜର ରଶ୍ମି ରଞ୍ଜନ ବିହାରୀ ବ୍ଲକ ସଂଯୋଜକ ରାଜାରାମ
Read More...

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଶ୍ରୀନିବାସ ଉଦ୍‌ଗାତାଙ୍କ ଜନ୍ମ ଦିବସ ପାଳିଲା ବଲାଙ୍ଗିର ଦିନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଶ୍ରେଷ୍ଠତମ ସାହିତ୍ୟ ସ୍ରଷ୍ଟା ତଥା ସାରସ୍ୱତ ସାଧକ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଆଜି ୮୭ତମ ଜନ୍ମ ଦିବସ । ସେ ଦେଶର ଅନ୍ୟତମ ଶ୍ରେଷ୍ଠ ଅନୁବାଦକଙ୍କ ମଧ୍ୟରେ ଅନ୍ୟତମ । ବଲାଙ୍ଗିର ଦିନ୍‌ କମିଟି ତରଫରୁ ଶ୍ରୀ
Read More...

ବୌଦ୍ଧ ଜିଲ୍ଲାରେ ତୃତୀୟ ଲହର ଓମିକ୍ରନ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ତୃତୀୟ ଲହର ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୃତୀୟ ଲହର ଓମିକ୍ରନର ସଂକ୍ରମଣକୁ ଦୃଷ୍ଟିରେ ରଖି
Read More...

ଓମିକ୍ରନ ପାଇଁ ନିଯୁକ୍ତି ମେଳା ସ୍ଥଗିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାରେ ଆସନ୍ତା ୧୧ ଓ ୧୨ ତାରିଖରେ ହେବାକୁ ଥିବା ନିଯୁକ୍ତି ମେଳାକୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରଖିବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୧ ତାରିଖରେ ବୌଦ୍ଧ ଟାଉନହଲଠାରେ ଏବଂ ୧୨ ତାରିଖରେ ପଞ୍ଚାୟତ କଲେଜ
Read More...

ଜୟ ବଜରଙ୍ଗବଲୀ କ୍ରିକେଟ୍, ଲୋକାପଡା ବିଜୟୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ତୁଳସୀକଟା ଗ୍ରାମର ଖେଳ ପଡ଼ିଆରେ ଜୟ ବଜରଙ୍ଗବଲି କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ତିନିଦିନ ଧରି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଆଜି ତିନୋଟି ପର୍ଯ୍ୟାୟରେ ଖେଳ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଲୋକାପଡ଼ା
Read More...