Daily Archives

ସିପିଆଇର ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଆଜି ଜିଲ୍ଳା ସିପିଆଇ(ଏମ୍‌) ତରଫରୁ ଏକ ଦାବୀପତ୍ର ପ୍ରଦାନ ତଥା ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହେଇଯାଇଛି । ସଂପାଦକ ବିଶ୍ୱଜିତ ଚାଟାର୍ଜିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସତର ଦଫା ଦାବୀପତ୍ର
Read More...

ବିଧାୟିକାଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଜହ୍ନାପଡା ଗ୍ରାମରେ ଏକ କଲ୍ୟାଣ ମଣ୍ଡପ ଓ ମିଶନ ଶକ୍ତି ଗୃହକୁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳରେ ୪୭ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୧୭/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକର ୪୭ ଟି ବ୍ୟବସ୍ଥିତ
Read More...

ମଦ୍ୟପମାନେ ଭୁଲି ଗଲେ ମାନବିକତା : ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କଲେ ଷ୍ଟିଲ ଗ୍ଲାସ

ଦେଓଗାଁ, (ମନୀଷ କୁମାର ସାହୁ) : ମଦ୍ୟପମାନେ ଭୁଲି ଗଲେ ମାନବିକତା ଓ ଜଣେ ଯୁବକଙ୍କ ମଳଦ୍ୱାରରେ ଜୋର ଜବରଦସ୍ତି ଭର୍ତ୍ତି କରିଦେଇଛନ୍ତି ଷ୍ଟିଲ ଗ୍ଲାସ । ଏଭଳି ଏକ ଘଟଣା ଦେଓଗାଁ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କରୁଣା
Read More...

ଗାଁରେ ପଶିଲା ହୀରାକୁଦ ଜଳ ଭଣ୍ଡାରର ପଛୁଆ ପାଣି

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ଗତ ଚାରି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲା ସହ ସୀମାନ୍ତ ରାଜ୍ୟ ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ମହାନଦୀରେ ବନ୍ୟା ଜଳ ଆସି ହୀରାକୁଦ ଜଳ ଭଣ୍ଡାରରେ ଜମା ହୋଇଛି । ଫଳରେ ଜଳଭଣ୍ଡାର ସଂଲଗ୍ନ ବରଗଡ଼ ଜିଲ୍ଲା
Read More...

ଯୋଖିପାଲିରୁ ସାତବନ୍ଧ ପକ୍କା ସଡ଼କ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରୁ ସାତବନ୍ଧ ଗାଁ ପଟେ ପୂର୍ତ୍ତ ବିଭାଗକୁ ସଂଯୋଗ କରୁଥିବା ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ହିସାବରେ ପଡ଼ି ରହିଅଛି । ଏହି ରାସ୍ତା ଦେଇ ହଜାର ହଜାର ଲୋକେ ଯାତାୟାତ କରୁଥିଲେ ସୁଦ୍ଧା
Read More...

କୃଷ୍ଣଚୂଡା ଇକୋକ୍ଲବ ପକ୍ଷରୁ ଜାତୀୟ ଓଜୋନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କୃଷ୍ଣଚୂଡା ଇକୋକ୍ଲବ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ଜାତୀୟ ଓଜୋନ ଦିବସ ପାଳିତ ହୋଇଯାଇଅଛି । ଏ ବର୍ଷର ମୁଖ୍ୟ ବିଷୟ "ମନ୍ଟ୍ରିଲ ପ୍ରୋଟୋକଲ, ଆମର ଖାଦ୍ୟକୁ ଓ ଟୀକାକୁ ଥଣ୍ଡା ରଖିବା" ବିଷୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର
Read More...

ଘରୋଇ ବସ ମାଲିକ ସଂଘର ୧୦ ଦଫା ଦାବୀ : ଅର୍କେଶଙ୍କ ନେତୃତ୍ୱରେ ଭେଟିଲା ପରିବହନ ନିଗମ ନିର୍ଦ୍ଦେଶକଙ୍କୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ନିର୍ମିତ ହେଉଥିବା ବସ ଟର୍ମିନାଲ ଆସନ୍ତା ୨୨ ସେପଟେମ୍ବରରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଥିବା ବିଭିନ୍ନ ସୁବିଧା ଅସୁବିଧାକୁ ନେଇ ପ୍ରଶାସନ ସହିତ ଘରୋଇ ବସ ମାଲିକ ସଂଘ ଅନେକ ଥର ଆଲୋଚନା କରିଛି । ପୂର୍ବରୁ କେତେକ ଦାବୀକୁ
Read More...

ଆଦର୍ଶ ବିଦ୍ୟାଳୟ ଗୁଡିକର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମ୍ ଚନ୍ଦ୍ର ଚୌଧୁରୀ ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକ କରିଥିଲେ । ବରଗଡ଼ ଜିଲ୍ଲା ଗସ୍ତ କରି ସେ ବରପାଲି
Read More...

ପୀଡିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ମହିଳା ସଂଗଠନର ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ଦଳିତଙ୍କ ପ୍ରତି ନିର୍ଯ୍ୟାତନା ବଢୁଥିବା ବେଳେ ମହିଳାମାନେ ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ମୁରିବାହାଲ ବ୍ଲକର ଯୁଗିରଥା ଗ୍ରାମର ଏକ ଦଳିତ ମାନସିକ ଅନଗ୍ରସର ନାବାଳିକା ଦୁଷ୍କର୍ମ ଶିକାର ହେବା ପରେ ଏକ କନ୍ୟା ସନ୍ତାନ ଜନ୍ମ
Read More...