Daily Archives

ମା’ ବାଳକୁମାରୀଙ୍କ ପୀଠରେ ଲିଫ୍ଟ ବ୍ୟବସ୍ଥା ହେବ : ବିଧାୟିକା ଉଷା ଦେବୀ

ବ୍ରହ୍ମପୁର : ରାଜ୍ୟ ସରକାର ଗଞ୍ଜାମର ବିଭିନ୍ନ ପଯର୍‌ୟଟନ କ୍ଷେତ୍ରର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଚିକିଟି ରାଜ ପରିବାରର ଅଧିଷ୍ଟାତ୍ରୀ ଦେବୀ ମା’ ବାଳକୁମାରୀଙ୍କ କ୍ଷେତ୍ରକୁ ଯାତାୟତ କରିବାରେ ଯେଉଁ ସମସ୍ୟା ରହିଥିଲା ତାହା ଦୂର ହେବାରେ ଲାଗିଛି । ପାହାଡ଼ ଶିଖରକୁ ଯାନବାହାନ
Read More...

ବିଦ୍ୟାଳୟ ଓପନ ଚେସ୍‌ ଅନୁଷ୍ଠିତ: ହର୍ଷିତ ଚମ୍ପିଆନ

କଟକ : ଟଙ୍କପାଣି ରୋଡସ୍ଥିତ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ଆର.ଏନ୍‌ ଦାସ ଫାଉଣ୍‌ଡେସନ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ରବିବାର ୪ର୍ଥ ଡ. ଆର.ଏନ୍‌ ଦାଶ ସ୍ମାରକୀ ବିଦ୍ୟାଳୟ ଓପନ ଚେସ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଏବିଆଇଟି
Read More...

ସ୍କୁଲ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବି‌ଶ୍ୱମହାମାରୀ କରୋନା ଯୋଗୁଁ ଦୀର୍ଘ ଦଶ ମାସ ପରେ ଆଜିଠୁ ରାଜ୍ୟରେ ଖୋଲିଛି ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ କୋଭିଡ୍ ନିୟମକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ମାନିବେ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଆର‌ମ୍ଭ ହୋଇଛି
Read More...

ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ

ବ୍ରଜରାଜନଗର : ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଛ‌ନ୍ତି ବୋଲି ଖବର ମିଳିଛି । ଝାରସୁଗୁଡ଼ାର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାର ଅଞ୍ଚଳରେ ଘରଭିତରେ ଶୋଇଥିବା ଅବସ୍ଥାରେ ପଲଙ୍କରେ ନିଆଁ ଲାଗି ୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
Read More...

ଖୋଲିଲା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଦୀର୍ଘ ନଅ ମାସର ଅପେକ୍ଷା ପରେ ଗତକାଲି ଖୋଲିଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିରର ଦ୍ବାର । ଭକ୍ତ, ପର୍ୟ୍ୟଟକ, ବ୍ୟବସାୟୀ ମାନେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି । ଯେଉଁ ହରିଶଙ୍କର ମନ୍ଦିର ନଅ ମାସରୁ ଅଧିକ ସମୟ ହେଲା ଖାଁ ଖାଁ
Read More...

ଅଭାବନୀୟ କା‌ଣ୍ଡ : ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ ମା’ ହେଲେ

ଗୁଣପୁର : ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି । ସେବାଶ୍ରମରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଛାତ୍ରୀ କନ୍ୟା ସନ୍ତାନର ମା' ହୋଇଛନ୍ତି । ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟ ମା' ଓ ନବଜାତ ଶିଶୁ ସୁସ୍ଥ ଥିବା କୁହାଯାଇଛି । ଗୁଣପୁର ପୁଲିସ୍ ଏ ଘଟଣାରେ ଅଭିଯୁକ୍ତ
Read More...

ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଅଞ୍ଚଳର ସାମାଜିକ କାର୍ୟ୍ୟକର୍ତ୍ତା, ତଥା ରମାଇ ପାହାଡ ମହୋତ୍ସବର ଉଦ୍ୟୋକ୍ତା ସ୍ୱର୍ଗତ ସରୋଜ ତ୍ରିପାଠୀଙ୍କ ଉଦ୍ଦେଶ୍ୟର ରମାଇ ପାହାଡ ନିକଟ‌ସ୍ଥ ଗାଁ ଭାଲୁପାଲି ଓ କଦଳିପାଲିରେ ସୌମ୍ୟ ସେବା ଫାଉଣ୍ଡେସନ ତରଫରୁ ମାଗଣା ଚିକିତ୍ସା ଶିବିର ଅନୁ‌ଷ୍ଠିତ
Read More...

ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ସରପଂଚ ସଂଘର ବନ୍ଧୁମିଳନ ଉତ୍ସବ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡ଼ା ଗ୍ରାମପଞ୍ଚାୟତରେ ଗୁଡ଼ଭେଲା ବ୍ଲକ ସରପଞ୍ଚ ସଂଘ ଦ୍ୱାରା ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇଁତଲା ଓ ଗୁଡ଼ଭେଲା ବ୍ଲକର
Read More...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ସାଲେପାଲି ଗ୍ରାମର ଟିକେ‌ଶ୍ୱର ଧରୁଆ ନାମକ ୬୦ ବର୍ଷର ଜଣେ ବୃଦ୍ଧ‌ଙ୍କୁ ଭାଲୁ ଆକ୍ରମଣ କରିଛି । ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ଯାଉଥିବା ବେଳେ ପଛପଟୁ ଭାଲୁ ଆସି ତାଙ୍କ ପିଠି ଏବଂ ମୁହଁ, ମୁଣ୍ଡରେ ଗଭୀର କ୍ଷତ କରି ଦେଇଛି
Read More...

ଲାଠୋର ଶିବ ମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଲାଠୋର ଶିବମନ୍ଦିର ପଡା ଆନୁକୂଲ୍ୟରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ମୋଟ ଆଠଟି ଦଳକୁ ନେଇ ଅନୁଷ୍ଠିତ ଏ‌ହି ଟୁର୍ନାମେଣ୍ଟରେ ସିନାପାଲି ଦଳ ବିଜୟୀ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ
Read More...