Daily Archives

ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀ ଅସିତ ଯୋଶୀଙ୍କୁ କାବୁ କଲା ଭିଜାଲାନ୍ସ ବିଭାଗ

ମୁରିବାହାଲ, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀକୁ କାବୁ କରିଛି ଭିଜାଲାନ୍ସ ବିଭାଗ । ଏହି ଖବର ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଲାଞ୍ଚ ନେଉଥିବା ବେଳେ
Read More...

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ : ପରିବାର ଲୋକଙ୍କୁ ଗୁଳିକରି ଉଡାଇଦେବାକୁ ଦେଲେ ଧମକ

ପାଟଣା : ବିହାର ରୋହତସ ଜିଲ୍ଲାର ଦରିଗାଁ ଥାନା ଅଞ୍ଚଳରେ ରବିବାର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଝିଅର ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତ ୧୨ ବର୍ଷର ନାବାଳିକାକୁ ସେହି ଗାଁର କିଛି ଯୁବକ ଗଣଦୁଷ୍କର୍ମ କରିଛନ୍ତି ବୋଲି । ମିଳିଥିବା ସୂଚନା ଅନୁସାରେ
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ-୨୦୧୯ ସଂବନ୍ଧୀୟ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଫସଲ ବୀମରା ଯୋଜନା ଖରିଫ-୨୦୧୯ ଫସଲର ଗତ ତା୧୭.୧୨.୨୦୨୦ ପର୍ଯ୍ୟନ୍ତ ଥିବା ସ୍ଥିତିର ବିଶଦ ବିବରଣୀ (ଯାହାକି ବୀମା କଂପାନୀଠାରୁ ମିଳିଥିବା ବିବରଣୀ) ବଲାଙ୍ଗିର ଜିଲ୍ଲାର ୱେବସାଇଟ୍‌ (www.balangir.nic.in)ରେ ଜଣାଇ ଦିଆଯାଇଛି । ଚାଷୀ
Read More...

ବଲାଙ୍ଗିର ଜିଲ୍ଲାରେ ୧୯ ଜଣ ନୂଆ କରୋନା ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁଆଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୩ରୁ ୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆଗଲପୁର ବ୍ଲକ ନୁନିଆପାଲି ଗ୍ରା.ପ.ରୁ ଜଣେ, ବୋଙ୍ଗମୁଣ୍ଡା ବ୍ଲକ ବେଲପଡା ଓ
Read More...

ପନ୍ତ, ପୁଜାରା, ବିହାରୀ ଓ ଅଶ୍ଵୀନଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ଅମିମାଂସିତ ହେଲା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ

ସିଡ୍‌ନି : ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‍ ମ୍ୟାଚ୍‌ ୫ଦିନରେ ଅମୀମାଂସିତ ଭାବେ ଶେଷ ହୋଇଛି। ସୋମବାର ସନ୍ଧ୍ୟା ବେଳେ ଚାଲିଥିବା ପଞ୍ଚମ ଦିନର ଏହି ମ୍ୟାଚ୍‌ରେ ହନୁମା ବିହାରୀ ଏବଂ ରବିଚନ୍ଦ୍ରନ ଅଶ୍ୱିନୀ ସୁନ୍ଦର ବ୍ୟାଟିଙ୍ଗ୍‌
Read More...

ବାପା ମା ହେଲେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା

ମୁ‌ମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଅନୁଷ୍କା ଓ ବିରାଟଙ୍କ ଝିଅ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଜନ୍ମ ହୋଇଛି । ଏନେଇ ଟ୍ୱିଟ କରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜେ ସୂଚନା ଦେଇଛନ୍ତି । ଟ୍ୱିଟ କରି ବିରାଟ କୋହଲି
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଲେ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ଫି ହ୍ରାସ ବିଷୟରେ ମତାମତ ଦେଇଛ‌ନ୍ତି । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତଦାରଖ କରାଯିବ ଓ ଉଚ୍ଚନ୍ୟାୟାଳୟର ନିେ‌ର୍ଦ୍ଦଶ ଅନୁସାରେ ପରବ‌ର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛ‌ନ୍ତି ଗଣଶିକ୍ଷା
Read More...

ବଲାଙ୍ଗିର ଜିଲ୍ଲା ପ୍ରସାଶନ ଦ୍ୱାରା ରାସ୍ତା ପାଇଁ ଜବର ଦଖଲ ଉଚ୍ଛେଦ : ଭଙ୍ଗାହେଲା ଶାନ୍ତିପଡାର ଭବାନୀ ହୋଟେଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେଦ୍ର କଲେଜରୁ ଶାନ୍ତିପଡାକୁ ରିଙ୍ଗରୋଡ ତିଆରି ଚାଲିଥିବା ବେଳେ କିଛି ମାସ ପୂର୍ବରୁ ରାସ୍ତାରେ ପଡ଼ୁଥିବା ଜବର୍‌ଦଖଲ୍‌ ବସତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା । ତେବେ ଶାନ୍ତିପଡାରୁ ରିଙ୍ଗରୋଡ ଅରମ୍ଭରୁ ଭବାନୀ ହୋଟେଲ ଉଚ୍ଛେଦ ହୋଇ
Read More...

ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୪୪ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୦୨ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ଜଳିଗଲା ଚଳନ୍ତା ବସ୍‌ ରୁଦ୍ରକାଳୀ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ : ଜଳିଗଲା ଚଳନ୍ତା ବସ୍‌ ବୋଲି ଖବର ମିଲିଛି ସୂଚନା ଯୋଗ୍ୟ ଯେ, ଆଜି ସକାଳେ 'ରୁଦ୍ରକାଳୀ' ନାମକ ଏକ ଘରୋଇ ବସ୍‌ଟି ଏମ୍‌ ରାମପୁରରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥର ଦାରିଙ୍ଗିବାଡି ଛକରେ ନିଆଁ
Read More...