Daily Archives

ନାଟକ ଉପରେ ସେମିନାର

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ରାଷ୍ଟ୍ରଭାଷା ହିନ୍ଦି ନାଟକ ଓ ପଶ୍ଚିମ ଓଡିଶା ଶିର୍ଷକ ଉପରେ ଏକ ସେମିନାର ସପ୍ତରଙ୍ଗ ସାଂସ୍କୃତିକ ଅନୁଷ୍ଠାନର ୪୦ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ କୋଶଳ କଳାମଣ୍ଡଳର ନୂତନ ମଂଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମ ଚନ୍ଦ୍ର ସାହୁ (ଏନ୍‌ଏସ୍‌ଡି)
Read More...

ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ କରୋନା ସଚେତନତା ଓ ସଦ୍‌ଭାବନା ସାଇକେଲ ଯାତ୍ରା

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ପ୍ରଭାକର ରଥ ସ୍ମୃତି ସମିତି ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟର ସହଯୋଗରେ ଏକ ଦିବସୀୟ ସଦ୍‌ଭାବନା ସାଇକେଲ ଯାତ୍ରା ଡ. ବନ ବିହାରୀ ସାହୁ, ଆଇନଜିବୀ
Read More...

ସ୍ୱାସ୍ଥ୍ୟକର୍ମୀ ମହାସଂଘ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ପରିଚାଳନା କରିଥିଲେ ସ୍ୱାସ୍ଥ୍ୟ ପରିଦର୍ଶିକା ମେରିୟମ କୁଲୁ ।
Read More...

ବାଏଫ୍ ତରଫରୁ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ନରେନ ଗ୍ରାମପଞ୍ଚାୟତ କୁସକେଲା ଗୋ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ନରେନ ଗ୍ରାମ ଠାରେ ଏକ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା କ୍ଷେତ୍ରାଧିକାରୀ
Read More...

ଶିଶୁଙ୍କ ଘରୋଇ ଯତ୍ନ ଉପରେ ତାଲିମ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଦୁଇ ଦିନିଆ ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବୁକୁରାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା
Read More...

ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା କ‌ମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ କାଲିଭନା ଓ କଶ୍ରୁପାଲି ଗ୍ରାମରେ ସ୍ଵେଚ୍ଛାସେବୀ ସୁରେଶ କମ୍ପ ଓ ସନ୍ତୋଷ କର୍ମୀଙ୍କ ତରଫରୁ ପ୍ରାୟ ୫୦ ଜଣ ବୃ‌ଦ୍ଧ ବୃଦ୍ଧା ଏବଂ ବିକଳାଙ୍ଗ ମାନଙ୍କୁ କ‌ମ୍ବଳ ବଣ୍ଟନ କରାଯାଇଛି । ଏଥିରେ କୁନା ମେସ୍ଵା,
Read More...

ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମିଠାପାଲି ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ସାଧାରଣ ସଭା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବୁଟ୍‌ରାଖମାର ଗ୍ରାମଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
Read More...

୨୧୦ ଟଙ୍କାରେ ମିଳିବ କୋଭିସିଲ୍ଡ : ନିର୍ଦ୍ଧାରିତ ହେଲା କରୋନା ଭ୍ୟାକ୍ସିନର ମୂଲ୍ୟ

ନୂଆଦିଲ୍ଲୀ : ୨୧୦ ଟଙ୍କା ହେବ ଅକ୍ସଫୋର୍ଡ୍ସ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କୋଭିଡ୍‌ ଭ୍ୟାକ୍ସିନ କୋଭିସିଲ୍ଡର ଏକ ଶିଶିର ମୂଲ୍ୟ ଭାରତରେ ବୋଲି ଜଣାପଡିଛି । ଭ୍ୟାକସିନ ନିର୍ମାତାକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ(ଝଓଓ)ର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି ।
Read More...

ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାତୃ ଭାରତୀ ଗଠନ ହୋଇଥିଲା । ପରିଚାଳନା ସମିତିର ସଂପାଦକ ତ୍ରିଲୋଚନ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାର୍ଗଦର୍ଶନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ
Read More...

ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ : ମାହାଙ୍ଗା ଡବଲ ମର୍ଡର ଘଟଣା

କୁଆଁପାଳ : ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଏହି ଘଟଣାରେ ବିଜେଡିକୁ ସିଧାସଳଖ ଦାୟୀ କରୁଛନ୍ତି । ସରକାରଙ୍କ ଗାଦି ଟଳମଳ କରିବା ପାଇଁ କଳବଳ କୌଶଳ ଲଗାଇଥିବା ବେଳେ ହତ୍ୟାକାଣ୍ଡରେ ଅଉ ଜଣେ ଅଭିଯୁକ୍ତ ସୋମବାର ଗିରଫ
Read More...