Yearly Archives

2020

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ନୂତନ ନିର୍ଦେଶାବଳୀ

ବୌଦ୍ଧ, (କେପିଏନ୍ଏସ୍) : କରୋନା ସଂକ୍ରମଣ ତଥା ଜନସାଧାରଣଙ୍କ ଜୀବିକାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂତନ ନିର୍ଦେଶାବଳୀ । ଆସନ୍ତା ୧୦ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ନୂତନ ନିଦେ୍ର୍ଧଶାବଳୀ ବଳବତ୍ତର ରହିବାକୁ କୁହାଯାଇଥିବା ବେଳେ ଏ ସମୟ ମଧ୍ୟରେ
Read More...

୨୮ ଜିଲ୍ଲାରୁ ୧୬୪୩ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍ଏସ୍) : କମିବାର ନାଁ ନେଉନାହିଁ କରୋନା ସଂକ୍ରମଣ । ଆଜି ୨୮ ଜିଲ୍ଲାରୁ ୧୬୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଅନୁଗୁଳରୁ ୧୬, ବାଲେଶ୍ୱରରୁ ୭୩, ବରଗଡ଼ରୁ ୭, ଭଦ୍ରକରୁ ୨, ବଲାଙ୍ଗିରରୁ ୪୩, ବୌଦ୍ଧରୁ ୭, କଟକରୁ ୯୮, ଢେଙ୍କାନାଳରୁ ୩୬, ଗଜପତିରୁ ୩୫,
Read More...

ଲକ୍‌ଡ଼ାଉନ୍‌ରେ ବିଦେଶୀ ଫଳ ଡ଼୍ରାଗନ୍ ଦେଇଛି ବଞ୍ଚିବାର ରାହା

ଯୁବ ଡ଼୍ରାଗନ୍ ଚାଷୀଙ୍କ ସଫଳ କାହାଣୀକଳାହାଣ୍ଡି, (କେପିଏନେସ) : ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ
Read More...

କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅନୁରୋଧ

ବ୍ରହ୍ମପୁର, (କେପିଏନ୍ଏସ୍) : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମରେ ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର "ନବୀନ'ର ସାମ୍ବାଦିକ ସୀମାଂଚଳ ପଣ୍ଡାଙ୍କ ଗତ ଜୁଲାଇ ୧୩ ତାରିଖରେ କରୋନାରେ ମୃତ୍ୟୁବରଣ କରିଛନ୍ତି । ତେଣୁ ରାଜ୍ୟ ସରକାର କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ ୧୫
Read More...

ପୁଣି ଦେଶରେ ୬୧,୫୩୭ ଚିହ୍ନଟ : ୯୩୩ ମୃତ

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୬୧,୫୩୭ ଜର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତୁ୍ୟ ଘଟିଛି । ଏବେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୮୮,୬୧୧କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧୪,୨୭,୦୦୫ ଜଣ
Read More...

କଣ୍ଟାବାଞ୍ଜି ତଥା ସମ୍ପୁର୍ଣ୍ଣ ଜିଲ୍ଲାରେ କୋଭିଡ ପରିଚାଳନା ସମ୍ପୂର୍ଣ୍ଣ ବିଫଳ : ବିଜେପି ଜିଲ୍ଲା ସଭାପତି

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ ଆଇନର ଆଶ୍ରା ନେଇ ଖାଲି ସଟ ଡାଉନ ଘୋଷଣା କରି ନିଜ କର୍ତ୍ୟବ୍ୟ ସାରି ଦେଉଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମିତ ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କରି ଖୋଲା ବୁଲିବାକୁ ଛାଡି ଦେଇଥିବା ବେଳେ ସଂକ୍ରମିତ ଥିବା ବସ୍ତିକୁ କନଟେନମେଂଟ ଜୋନ ଘୋଷଣା କରି
Read More...

ଅବକାରୀ ବିଭାଗର ଚଢ଼ଉ : ୯୦୦ କେଜି ମହୁଲ ପୋଚ ଓ ୫୮ ଲିଟର ଚୋରା ରନ୍ଧା ମଦ ଜବତ, ଜଣେ ଗିରଫ

ବଙ୍ଗୋମୁଣ୍ଡା,(ଅଶୋକ ନାରାୟଣ ଭୋଇ) -ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ କୁଣ୍ଡାବୁଟୁଲା ପଂଚାୟତର ଡୁମେରପଡା ଗ୍ରାମରେ ଚଢ଼ଉ କରାଯାଇ ୯୦୦ କେଜି ମହୁଲ ପୋଚ,ଏବଂ ୮୫ ଲିଟର ଚୋରା ରନ୍ଧା ମଦ ଜବତ କରାଯାଇଥିବା ଜଣାପଡିଛି । କଣ୍ଟାବାଞ୍ଜି ଅବକାରୀ ନିରୀକ୍ଷକ ଜୋସେଫ ୱାଳିଟିୟାର
Read More...

ଶନିବାର ଓ ରବିବାର ସମ୍ବଲପୁର ସଟ୍ ଡାଉନ

ସମ୍ବଲପୁର(ଦାମୋଦର ପଣ୍ଡା ) : ସମ୍ବଲପୁର କୋଭିଡ ହସ୍ପିଟାଲରେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି, ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଁଚିଛି । ଅପରପକ୍ଷରେ ଭିମସାରର ଆଉ ଜଣେ ଡାକ୍ତର ପୋଜିଟିଭ ବାହାରିଥିବା ବେଳେ ସଙ୍ଗରୋଧରୁ ୪୦ ଜଣ
Read More...

କୋଭିଡ-୧୯ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଯେଭଳି ବ୍ୟାପକ ଭାବରେ କରୋନା ବ୍ୟାପିଲାଣି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ସାରା ଓଡ଼ିଶାକୁ ଏହା ଗ୍ରାସ କରି
Read More...

ଟିଟିଲାଗଡ : ୪ ଦିନ ସଟ୍ ଡାଉନକୁ ନେଇ ଜନ ଅସନ୍ତୋଷ

ଟିଟିଲାଗଡ (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାରେ କୋରୋନାର କାୟା ବିସ୍ତାରକୁ ଆଖି ଆଗରେ ରଖି ବଲାଙ୍ଗିର ଜିଲ୍ଲାପାଲ୍ ଅରିନ୍ଦମ ଡାକୁଆ ସମ୍ପୁର୍ଣ୍ଣ ବଲାଙ୍ଗିର ଜିଲ୍ଲା କୁ ୮ ରୁ ୧୧ ତାରିଖ ପର୍ୟ୍ୟନ୍ତ ୪ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହାକୁ ନେଇ ଟିଟିଲାଗଡରେ ଜନ ଅସନ୍ତୋଷ
Read More...