ସୃଷ୍ଟି ହେବ ବଙ୍ଗୋପସାଗରରେ ଲଘୁଚାପ : ଓଡିଶାର ଜିଲ୍ଲାମାନଙ୍କୁ ବି ସତର୍କ ସୂଚନା
ଭୁବନେଶ୍ୱର, (କେପିଏନ୍ଏସ୍): ବଙ୍ଗୋପ ସାଗରରେ ଆସନ୍ତା ୯ ତାରିଖରେ ସୃଷ୍ଟି ହେବ । ଲଘୁଚାପରେ ପ୍ରବଳ ବର୍ଷା ସହ ଝଡ ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡିଶାର ଜିଳ୍ଲାମାନଙ୍କୁ ବି ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ । ଜଗତସିଂପୁର, ପୁରୀ, ଗଞାମ ଓ ସୁନ୍ଦରଗଡ ଜିଲ୍ଲାକୁ!-->…
Read More...
Read More...