ସୃଷ୍ଟି ହେବ ବଙ୍ଗୋପସାଗରରେ ଲଘୁଚାପ : ଓଡିଶାର ଜିଲ୍ଲାମାନଙ୍କୁ ବି ସତର୍କ ସୂଚନା

ଭୁବନେଶ୍ୱର, (କେପିଏନ୍ଏସ୍): ବଙ୍ଗୋପ ସାଗରରେ ଆସନ୍ତା ୯ ତାରିଖରେ ସୃଷ୍ଟି ହେବ । ଲଘୁଚାପରେ ପ୍ରବଳ ବର୍ଷା ସହ ଝଡ ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଓଡିଶାର ଜିଳ୍ଲାମାନଙ୍କୁ ବି ସତର୍କ ସୂଚନା ଜାରିକରିଛି ପାଣିପାଗ ବିଭାଗ । ଜଗତସିଂପୁର, ପୁରୀ, ଗଞାମ ଓ ସୁନ୍ଦରଗଡ ଜିଲ୍ଲାକୁ ୟେଲ୍ଲୋ ଓାର୍ଣ୍ଣିଙ୍ଗ ଜାରି କରାଯାଥିବା ବେଳେ କେନ୍ଦୁଝର, ମୟୂରଭଞ, କଟକ ଓ ଖୋର୍ଦ୍ଧାରେ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହା ଅନୁମାନ କରାଯାଇଛି ।

Leave A Reply

Your email address will not be published.