Yearly Archives

2020

ଡଂଗରିଝରନ୍ କୁଡାଡେରା ତରଫୁ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର୍ ଜିଲ୍ଲାର୍ କୁଡାଡେରାର୍ ଡଂଗରିଝରନ୍ ସାହିତ୍ୟ କୁଟୁମ୍ ତରଫୁ ଅନଲାଇନ୍ ନୂଆଁଖାଇ ଭେଟଘାଟ୍ ଆର୍ କବିତା ଆସର୍ ହେଇ ସାରିଛେ। ଅନୁଷ୍ଠାନର୍ ସଂପାଦକ୍ ରାମେଶ୍ଵର ଛତ୍ରିଆ କର୍ ବୁଲାକି ଥି ବନେଟେ ସିଆନ୍ ଜୁଆନ୍ କବି ଯୋଗ ଦେଇଥିଲେ। ନିଜର୍ ନିଜର୍ ଦମଦାର
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୩୮୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୩୩୮୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୨୫୬ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ
Read More...

ସ୍କୁଲ କଲେଜ ପୂଜା ଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିଥିବା ବେଳେ ବର୍ତ୍ତମାନର କୋଭିଡ ସ୍ଥିତିରେ ଛାତ୍ର ତଥା ଅବିଭାବକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆସନ୍ତା ପୂଜା ଛୁଟି
Read More...

ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୫ଟି ବୈଠକରେ କହିଛନ୍ତି । କୋଭିଡ୍ ପରିସ୍ଥିତିରେ ରାଜ୍ୟରେ ଶିଳ୍ପ ପାର୍କ ଗୁଡିକର ନିର୍ମାଣ କାର୍ୟ୍ୟ ଇଡ଼କୋ, ଓଡ଼ିଶା ନିର୍ଦ୍ଧାରିତ
Read More...

ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ

ନରସିଂହପୁର, (କେପିଏନ୍‌ଏସ୍‌) : ବଡ଼ମ୍ବା ଓ ନରସିଂହପୁର ଅଂଚଳରେ ବନ୍ୟା ସ୍ଥିତି ଉଦ୍‌ବେଗଜନକ ରହିଥିବା ସୂଚନା ମିଳିଛି । ଶହ ଶହ ଏକର ଚାଷ ଜମିରେ ବନ୍ୟା ଜଳ ମାଡ଼ି ଯାଇଥିବା ବେଳେ ମହାନଦୀର ପାଣି ଫୁଲି ଜନବସତି ଆଡ଼କୁ ମୁହାଁଉଥିବା ସୂଚନାରେ କୁହାଯାଇଛି । ସ୍ଥାନୀୟ ଭଟ୍ଟାରିକା ମନ୍ଦିରର
Read More...

ଦୌଡ଼ରାଣୀ ଦୂତି ଚାନ୍ଦ ଅଗଷ୍ଟ ୨୯ରେ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୌଡ଼ରାଣୀ ଦୂତି ଚାନ୍ଦ ଆସନ୍ତା ଅଗଷ୍ଟ ୨୯ ତାରିଖ ଦିନ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର । ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ତାଙ୍କ ଜୀବନ କାଳର ସାଧନା ତାଙ୍କୁ ଏହି ସଫଳତା ପ୍ରଦାନ କରିବା ଦିଗରେ ସହାୟକ
Read More...

ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ, (ପିଆଇବି) : ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ
Read More...

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି । ପ୍ରାଧିକରଣ ସହ କାର୍ୟ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ୟ୍ୟର ପ୍ରଦର୍ଶନକୁ ସମୀକ୍ଷା କରି
Read More...

ସମ୍ବଲପୁରରେ କରୋନା ସ୍ଥିତି ଅସମ୍ଭାଳ

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ସହରରେ ପୁଣି ମା’ ଓ ପୁଅଙ୍କ କରୋନାରେ ମୃତ୍ୟୁ ଘଟିଛି ଏବଂ ଝିଅ କୋଭିଡ୍ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛି । ପୁର୍ବରୁ ଜଣେ ଡାକ୍ତର ଓ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ମୋଟ ୧୦୭ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ଭୀମସାର୍ ର ୨୫ ଜଣ
Read More...

ଦେଶରେ ଦୈନିକ ନମୁନା ପରୀକ୍ଷା ହାରାହାରି ୮ ଲକ୍ଷ

• ବର୍ତ୍ତମାନ ନିୟୁତ ପିଛା ପରୀକ୍ଷଣ ସଂଖ୍ୟା ୨୭,୦୦୦ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : ସମୟୋଚିତ ତଥା ବ୍ୟାପକ ପରୀକ୍ଷଣ ମାଧ୍ୟମରେ ଏହି ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତର ରଣନୀତି ଯଥେଷ୍ଟ ସଫଳ ହୋଇଛି । କେନ୍ଦ୍ରର ନେତୃତ୍ୱାଧୀନ ନୀତି ‘ପରୀକ୍ଷା-ଚିହ୍ନଟ-ଚିକିତ୍ସା’ ଅନୁସରଣ କରି
Read More...