ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ନିର୍ମାଣାଧୀନ ଶିଳ୍ପ ପାର୍କଗୁଡିକ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୫ଟି ବୈଠକରେ କହିଛନ୍ତି । କୋଭିଡ୍ ପରିସ୍ଥିତିରେ ରାଜ୍ୟରେ ଶିଳ୍ପ ପାର୍କ ଗୁଡିକର ନିର୍ମାଣ କାର୍ୟ୍ୟ ଇଡ଼କୋ, ଓଡ଼ିଶା ନିର୍ଦ୍ଧାରିତ ସମୟରେ ସାରିଥିବା ଯୋଗୁଁ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.