ଦୌଡ଼ରାଣୀ ଦୂତି ଚାନ୍ଦ ଅଗଷ୍ଟ ୨୯ରେ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୌଡ଼ରାଣୀ ଦୂତି ଚାନ୍ଦ ଆସନ୍ତା ଅଗଷ୍ଟ ୨୯ ତାରିଖ ଦିନ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ ପୁରସ୍କାର । ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ତାଙ୍କ ଜୀବନ କାଳର ସାଧନା ତାଙ୍କୁ ଏହି ସଫଳତା ପ୍ରଦାନ କରିବା ଦିଗରେ ସହାୟକ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.