Daily Archives

ସମାଜସେବୀ ଲଳିତ ନାୟକଙ୍କ ଆରୋଗ୍ୟ କାମନା ପୂର୍ବକ ବଲାଙ୍ଗିର କରଣ ସମାଜର ପୂଜାର୍ଚ୍ଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କୁ ଆରୋଗ୍ୟ କାମନା କରି ଭଗବାନ ଚିତ୍ରଗୁପ୍ତଙ୍କ ନିକଟରେ ସ୍ୱତନ୍ତ୍ର ସାନ୍ଧ୍ୟ ଆଳତି ଓ ପ୍ରାର୍ଥନା କାର୍ୟ୍ୟକ୍ରମ ଆୟୋଜନ ହୋଇଯାଇଛି । ଏଥିରେ ସମାଜର
Read More...

ଗାନ୍ଧୀ ପାଠାଗାର ଟିକ୍ରାପଡା ପୂଜାମଣ୍ଡପ ଚଳିତ ବର୍ଷର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ଗାନ୍ଧୀପାଠାଗାରରେ ଚଳିତ ବର୍ଷର ଦୁର୍ଗାପୂଜା ଆୟୋଜନ ନିମନ୍ତେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ୍‌ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀ ମାନି ଦୁର୍ଗାପୂଜା ଆୟୋଜନ
Read More...

ମୁକ୍ତିଲାଭ କଲା ଭିନ୍ନ ସ୍ୱାଦର କ୍ଷୁଦ୍ର ଚଳଚିତ୍ର ‘ପିଞ୍ଜ୍‌ରା’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରୀ ସ୍ନେହ, ମମତା ଓ କରୁଣାର ପ୍ରତୀକ । ସେ ସର୍ବଂସହା, ସତ୍ୟ, ଶାନ୍ତି ଓ ଦୟାର ବାର୍ତାବହ । ଅଶିକ୍ଷା, କୁସଂସ୍କାର, ଅନ୍ଧବିଶ୍ୱାସରେ ବିବର୍ଜିତ ହୋଇ ଆଜି ନାରୀ ନିର୍ଯ୍ୟାତିତ । ଆଜିର ସମାଜରେ ଜଣେ ନାରୀ ସବୁବେଳେ ଅବହେଲିତ ଅବସ୍ଥାରେ ରହି ଆସୁଅଛି । ଜଣେ
Read More...

କୁଲତା ସମାଜ କଲ୍ୟାଣ ସଙ୍ଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୁଲତା ସମାଜ କଲ୍ୟାଣ ସଙ୍ଗଠନ, ଭୁବନେଶ୍ୱର ତରଫରୁ ଅନ୍‌ ଲାଇନ୍‌ ମାଧ୍ୟମରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ରାଜଧାନୀ ଆଖପାଖର କୁଲତା ଜାତିର ପ୍ରାୟ ଶହେ ପରିବାର, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର
Read More...

ଟିକି କାଇଁଚ ତରଫରୁ ଚତୁର୍ଥ ଅଧ୍ୟାୟ ଅନ୍ ଲାଇନ୍ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ଚତୁର୍ଥ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏଥିରେ ବିଭିନ୍ନ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ଅଟୋନମସ କଲେଜ ପଡିଆରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ କର୍ମକର୍ତ୍ତା ଯୋଗ ଦେଇଥିଲେ
Read More...

ଦେଖ୍ ସୁନ୍ଦ୍‌ରୀ ଫଲ୍‌ସା ଫୁଲ୍‌ : ଝେଙ୍କ୍‌ନାଡିହି ଗାଁର୍ ସୁରୁଙ୍ଗୀନାଲିପଡାକେ ରାସ୍ତା ଟେ ବି ନାଇଁନ’

ପଦମ୍‌ପୁର, (ନିରଂଜନ ତ୍ରିପାଠୀ) : ସର୍‌କାରର୍‌ ମାଲ୍ ମାଲ୍ ଯୋଜନା ଉପରେ ଯୋଜନା ଚାଲିଥିଲା ବେଲେ ପଦମ୍‌ପୁରର୍ ପାଇକମାଲ୍ ବଲକ୍ ଭିତ୍‌ରେ ଯାଉଥିବାର୍ ଭେଙ୍ଗରାଜ୍‌ପୁର ପଂଚାଏତ୍‌ର ଝେଙ୍କ୍‌ନାଡିହି ଗାଁର୍ ସୁରୁଙ୍ଗୀନାଲିପଡାକେ ରାସ୍ତା ଟେ ବି ନାଇଁନ' । ଯେନ୍ କଁଚା ରାସ୍ତାଟେ ଅଛେ କାଦୋ
Read More...

ପ୍ରକାଶ ପାଇଲା ଯୁକ୍ତ୨ କଳା ପରୀକ୍ଷା ଫଳ : ଓମ୍‌ ଏକାଡେମୀର ସଫଳତା ଆକର୍ଷଣୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ଯୁକ୍ତ୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ବଲାଙ୍ଗିର ଜିଲ୍ଳାରେ ଥିବା ଓମ୍‌ ଏକାଡେମୀର ଛାତ୍ରୀମାନେ ୭୮ଜଣରୁ ୪୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଛାତ୍ରୀ ନିହାରିକା ନାଏକ ୮୧.୩୪%
Read More...

କୋସଲି ମାଧ୍ୟମରେ ପାଠ ଦାବୀରେ ୮ରୁ ନୀରବ ସତ୍ୟାଗ୍ରହ

ବରଗଡ଼, (କେପିଏନ୍‌ଏସ୍‌) : ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରକୁ ତାର ମାତୃଭାଷାରେ ଶିକ୍ଷା ଦେବା ପାଇଁ ଆଇନ ବନିଛି । ବର୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଓଡିଆ ମାଧ୍ୟମ ଶିକ୍ଷା ଚାଲିଛି । ଏହି ନୁଆ ଶିକ୍ଷା ନୀତ ଅନୁସାରେ କିନ୍ତୁ ପଶ୍ଚିମ ଓଡିଶାର ଛାତ୍ରଂକୁ ତାଂକ ମାତୃଭାଷା
Read More...

ଘୁନଘୁଟିପାଲି ଜଗଦମ୍ବା ଯୁବକ ସଂଘର ପ୍ରଶଂସନୀୟ କାର୍ୟ୍ୟ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ପାଟଣାଗଡ଼ ନିକଟସ୍ଥ ଘୁନଘୁଟିପାଲି ଗ୍ରାମର ଚକ୍ର ବାରଲେଣ୍ଡିଆଙ୍କ ସ୍ତ୍ରୀ ସୁଶିଳା ବାରଲେଣ୍ଡିଆ ଦୀର୍ଘ ଚାରିବର୍ଷ ହେଲା କର୍କଟ ରୋଗରେ ପୀଡିତ ଅଛନ୍ତି । ସେ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କ ରୋଗର ଚିକିତ୍ସା ଠିକ ଭାବେ ହୋଇ ପାରୁନାହିଁ । ତାଙ୍କର
Read More...