Daily Archives

ଟିଟିଲାଗଡ ରେ ଶାନ୍ତିପୂର୍ଣ୍ଣ ଭାବେ ଜବର୍ ଦଖଲ ଉଚ୍ଛେଦ

ଟିଟିଲାଗଡ, ( ଗୌରବ ଦରଜୀ) : ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା। ଟିଟିଲାଗଡର ଅନେକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀ ମାନେ ଦୋକାନ ଷ୍ଟଲ୍ ଠୁ ଆଗକୁ ପ୍ରାୟ ୫-୬ଫୁଟ ବଢେଇ ସ୍ଥାନ ଦଖଲ କରି ଆଜବେଷ୍ଟଜ ଦେଇ କିମ୍ବା ଚାଲ
Read More...

ୟୁରିଆ ସାରର କଳା ବଜାର : ୨ ଟ୍ରକ ସାର ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାକୁ ୟୁରିଆ ସାରର ଅଭାବୀ ଯୋଗାଣ ସାଂଗକୁ କଳା ବଜାରକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଚଳିତ ଖରିଫ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୮ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ମାତ୍ର ୪୨୦୦
Read More...

ଚାଇଲ୍ଡ ଲାଇନ୍ – ୧୦୯୮ ସେବା ସୁବର୍ଣ୍ଣପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଆଜିଠୁ ଆରମ୍ଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ ଥିବା ଚାଇଲ୍ଡ ଲାଇନ୍ - ୧୦୯୮ ସେବା ସୁବର୍ଣ୍ଣପୁର ଜିଲ୍ଲାରେ ଆନୁଷ୍ଠାନିକ ଭାବେ ଆଜିଠୁ ଆରମ୍ଭ ହୋଇଛି । ଶିଶୁଙ୍କ ସୁରକ୍ଷା, ଅଧିକାର, ଶିକ୍ଷା ଓ ସ୍ବାସ୍ଥ୍ୟ ପରି ସେବାକୁ ଦୃଢୀକରଣ ଓ ସହଜ
Read More...

ଶିଶୁ ପତ୍ରିକା ‘ଟିକି କାଇଁଚ’ ତରଫରୁ ତୃତୀୟ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର

ବଲାଙ୍ଗିର, (ରାଜେଶ ଦଣ୍ଡସେନା): ବଲାଙ୍ଗିରରୁ ପ୍ରକାଶିତ ହେଉଥିବା ଶିଶୁ ପତ୍ରିକା 'ଟିକି କାଇଁଚ' ତରଫରୁ ତୃତୀୟ ଅଧ୍ୟାୟ ଅନ୍ ଲାଇନ୍ ମାଧ୍ୟମରେ ଶିଶୁ କବିତା ଆସର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ପତ୍ରିକାର ସମ୍ପାଦକ ଗୋପୀନାଥ ଦଣ୍ଡସେନା ସଂପାଦକୀୟ ପାଠ କରିଥିଲେ । ବଂଶୀଧର ମାଝୀ
Read More...

ନର୍ଲା ବିଧାୟକଙ୍କ ଦ୍ୱାରା ରେତ ଜଳସେଚନ ପ୍ରକଳ୍ପରୁ ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ରେତ ଜଳସେଚନ ପ୍ରକଳ୍ପର ଉଭୟ ବାମ ଓ ଡାହାଣ କେନାଲରୁ ଏ ବର୍ଷର ପ୍ରଥମ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ମାଧ୍ୟମରେ ଏହି ଜଳ ଛାଡ଼ା ଯାଇଥିଲା ।
Read More...

ଟିକସରେ ସ୍ୱଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ ଶୀର୍ଷକ ୱେବିନାର

• କରଦାତାଙ୍କ ସଂଖ୍ୟ ବୃଦ୍ଧି କରିବା ସହ ଆୟକର ପ୍ରଶାସନକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ ନୂତନ ବ୍ୟବସ୍ଥା - ପ୍ରତାପ ଷଡଙ୍ଗୀଭୁବନେଶ୍ୱର, (ପିଆଇବି) : ଲୋକ ଚରିତ୍ର ମହାନ ହେଲେ ପ୍ରଶାସନିକ କଟକଣା ବା ଆଇନର ଛାଟ ଅନାବଶ୍ୟକ । ଟିକସ ପଇଠ ପାଇଁ ସମର୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବା
Read More...

ପୂର୍ବତନ ଏସପି ବିବେକ ରଥଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଏସପି ବିବେକ କୁମାର ରଥଙ୍କ ବାପା କୃଷ୍ଣଚନ୍ଦ୍ର ରଥଙ୍କ ୧୦୧ ବର୍ଷ ବୟସରେ ତାଙ୍କ ତ୍‌ୁଳସୀନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ରଥ ଦୀର୍ଘ ବର୍ଷ ଧରି ପୋଲିସ ବିଭାଗରେ କାମ କରିବା ପରେ ଡିଏସଆଇ ଭାବେ ଅବସର ଗ୍ରହଣ କରିଥିଲେ ।
Read More...

ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ଇଡ଼ି ପକ୍ଷରୁ ନୋଟିସ୍‌

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ବଲିଉଡ଼୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ମନି ଲେଡ଼ିଂ ମାମଲାର ଯାଂଚ ପାଇଁ ନୋଟିସ୍‌ ଦେଇଥିବା ଜଣାପଡ଼ିଛି । ତେବେ ଇଡ଼ିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି ।
Read More...

ବଲାଙ୍ଗିରର ପ୍ରଥମ ପ୍ଲାଜମା ଡୋନର ହେଲେ ଦୀପକ ବାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପ୍ରଥମ ପ୍ଲାଜମା ଡୋନର ଭାବେ ସ୍ଥାନୀୟ ରୁଗୁଡିପଡା ବାସିନ୍ଦା ଦୀପକ କୁମାର ବାଗ ଆଜି ତାଙ୍କର ବ୍ଲଡ ପ୍ଲାଜମା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲାଠାରେ ଦାନ କରିଛନ୍ତି । କିଛି ମାସ ପୁର୍ବେ ଦୀପକ ନିଜେ ଏହି ମାହାମାରୀ ଦ୍ୱାରା
Read More...

ଦୁଇ ବର୍ଷ ହେଲା ଇନ୍‌ସ୍ୟୁରାନ୍ସ ପାଇ ନାହାନ୍ତି ବେଲପଡା ଚାଷୀ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର, ଆନ୍ଦୋଳନ ପାଇଁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀମାନେ ଗତ ଦୁଇ ବର୍ଷ ହେଲା କ୍ରପ ଇନ୍‌ସ୍ୟୁରାନ୍ସ ପାଇ ନଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଇଛନ୍ତି । ଏହି ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଚାଷୀମାନେ ପ୍ରାରମ୍ଭିକ
Read More...