ତୁଷୁରା ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଆରମ୍ଭ
ତୁଷୁରା, (କେପିଏନ୍ଏସ୍) : ତୁଷୁରା ସ୍ଥିତ ମା’ ଗାୟତ୍ରୀ ଶକ୍ତିପୀଠରେ ଆଶ୍ୱିନ ନବରାତ୍ର ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ୧୦୫ ଜଣ ଶ୍ରଦ୍ଧାଳୁ ସଂକଳ୍ପ କରି ନବଦିନାତ୍ମକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରତିଦିନ ଏକକୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବା ସହ ଆସନ୍ତା ୪!-->…
Read More...
Read More...