Browsing Tag

rourkela news

ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ (ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ଦେୟମୁକ୍ତ ରହଣି…

ରାଉରକେଲା, (କେପିଏନ୍‌ଏସ୍‌) : ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷାର୍ଥୀଙ୍କ ପାଇଁ ରାଉରକେଲା ପ୍ରଶାସନ ତରଫରୁ ରହଣି ବ୍ୟବସ୍ଥା କରାଯାଇଛି । ଏହି ସର୍ବଭାରତୀୟ ଇଂଜିନିୟରିଂ ପ୍ରବେଶିକା ଜେଇଇ(ମେନ) ପରୀକ୍ଷା ସେପ୍ଟେମ୍ବର ୧ ତାରିଖ ରୁ ସେପ୍ଟେମ୍ବର ୬ ତାରିଖ
Read More...

ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

ରାଉରକେଲା, (କେପିଏନ୍‌ଏସ୍‌) : ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ
Read More...

ମହିଳାଙ୍କ ମୃତ୍ୟୁକୁ ନେଇ ସରକାରୀ ଡାକ୍ତରଖାନାରେ ଉତ୍ତେଜନା

ରାଉରକେଲା, (କେପିଏନ୍‌ଏସ୍‌) : ମହିଳାଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ମାଲଗୋଦାମ ସର୍ଦ୍ଦାର ବସ୍ତିର ସୁଶୀଳା ଟପ୍ପୋ(୪୧)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଉତ୍ତେଜନା ସୃଷ୍ଟି ହେବାରୁ ଡିଏସ୍‌ପି.
Read More...

ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ର ସମ୍ମାନିତ

ରାଉରକେଲା, (କେପିଏନ୍‌ଏସ୍‌) : ସ୍ୱାଧୀନତା ଦିବସ ଅବସରେ ରାଉରକେଲାରେ ‘ସେଲୁଟ୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ସୈନିକ ଶିବଶରଣ ମିଶ୍ରଙ୍କ ସମ୍ମାନିତ କରାଯାଇଛି । ତେବେ ସ୍ଥାନୀୟ ଜେପି ହସ୍‌ପିଟାଲର ସଭା କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀ ମିଶ୍ରଙ୍କ
Read More...