Browsing Tag

rairangapur news

ମୟୂରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର, (ଦେବସ୍ମିତ ଚୌଧୁରୀ) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ହାଲିକ୍ୟାପଟର ଯୋଗେ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ଦାଣ୍ଡବୋଷ୍ ଏୟାର୍ ଷ୍ଟ୍ରିପ୍ ସ୍ଥିତ ହେଲିପ୍ୟାଡରେ ଅବତରଣ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ
Read More...

ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗ

ରାଇରଙ୍ଗପର, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ରାଇରଙ୍ଗପୁର ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ରାଇରଙ୍ଗପର ସହରାଞ୍ଚଳ ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଓ ବଜାର ଅଞ୍ଚଳରେ ପାନ ଦୋକାନ, କିରାନା
Read More...

ରାଇରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ

ରାଇରଙ୍ଗପୁର : ରାଇରଙ୍ଗପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୧୦.୧୫ରେ ଦାଣ୍ଡ ବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ । ୧୦.୨୫ରେ ଦାଣ୍ଡବୋଷ ଗାଁରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ବାଇ ରୋଡ ପଣ୍ଡିତ
Read More...

ରାଇରଙ୍ଗପୁରରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭାରତର କୋଣ ଅନୁକୋଣରେ ମହାଆଡମ୍ବର ସହକାରେ ପାଳିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
Read More...

ଘର ଉପରକୁ ମାଡ଼ିଗଲା ଟ୍ରକ୍‌ : ବୃଦ୍ଧା ମୃତ

ରାଇରଙ୍ଗପୁର : ଘର ଉପରକୁ ମାଡ଼ିଗଲା ଟ୍ରକ୍‌, ବୃଦ୍ଧା ମୃତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଞ୍ଚି – ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ । ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ୍‌ଟି ରାସ୍ତାକଡ଼କୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା ।
Read More...

ରାଇରଙ୍ଗପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଜି ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଇରଙ୍ଗପୁର ସ୍ଥିତ କଚେରୀ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ
Read More...

ସ୍ୱଯତ୍ନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଲେପ୍ରା ସୋସାଇଟି ଏବଂ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ, ବଡ଼ଗାଁ ସ୍କୁଲ ପରିସରରେ ୨୦ ଜଣ ଫାଇଲେରିଆ(ଗୋଦର ଗୋଡ)ରେ ଆକ୍ରାନ୍ତଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଏକ ସ୍ୱଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ସ୍ଥିତ ସ୍ଥାନୀୟ କୁଚେଇବୁଢୀ ଲକ୍ଷ୍ମୀ ମନ୍ଦିର ଠାରେ ମହାଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୭ ତାରିଖ ସୋମବାର ସକାଳ ୮ଘଣ୍ଟା ୩୦ମି.ଠାରୁ ୧୦ଘଣ୍ଟା ୩୦.ମି ମଧ୍ୟରେ ମଙ୍ଗଳପାକ ଓ
Read More...

କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ରାଇରଙ୍ଗପୁର ସହର ଠାରେ ଓଡିଶା କୁଡୁମୀ ସେନା ପକ୍ଷରୁ କୁଡୁମୀ ଜାତିକୁ ଏସ୍‌ଟି ମାନ୍ୟତା ଦାବୀରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । କୁଡୁମୀ ଜାତିରେ
Read More...

ଡିକେଏମ୍‌ସି ଦ୍ୱାରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଙ୍କର ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ କ୍ରୀଡା ଓ ସାଂସ୍କୃତିକ କ୍ଲବ ଡିକେଏମ୍‌ସି ଆନୁକୂଲ୍ୟରେ ନବନିର୍ବାଚିତ ସାଂସଦ ନବଚରଣ ମାଝୀ ତଥା ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବଚରଣ ମାଝୀ
Read More...