Browsing Tag

raigara news

ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ, ଭିଡ଼ିଓ ଭାଇରାଲ୍‌

ରାୟଗଡ଼ା : ରାୟଗଡ଼ାର ମୁନିଗୁଡ଼ାରେ ବୁଲୁଛି ମହାରାଷ୍ଟ୍ରର ବାଘ । ଏସଂକ୍ରାନ୍ତୀୟ ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି । ଗଜପତିରୁ ଆସି ଦହିଖାଲ ଅଂଚଳରେ ବୁଲୁଥିବା ସୂଚନାରେ କୁହାଯାଇଛି । ତେବେ ମହାରାଷ୍ଟ୍ରର ଏହି ବାଘ ବନ୍ଧଗୁଡ଼ା ଗାଁ ପାଖରେ ମଇଁଷି ମାରିବା ପରେ
Read More...

ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ

ରାୟଗଡା : ଲାଞ୍ଚ ନେବା ବେଳେ ଧରାପଡିଲେ ପଦ୍ମପୁର ବ୍ଲକ୍ ବିଦ୍ୟୁତ୍ ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ । ପଦ୍ମପୁର ସ୍ଥିତ ଭଡା ଘରେ ଜଣେ ଚାଷୀଙ୍କଠୁ ଜିତେନ୍ଦ୍ର ପଟ୍ଟନାୟକ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କୁ ଗରଫ
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ ପାଳନ

ରାୟଗଡା : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କଲ୍ୟାଣି ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ ପାଳନ କରାଯାଇଛି । ଏହି ଅବସରରେ ନୂତନ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋ ଚିତ୍ରରେ
Read More...

ରାସ୍ତା ନିର୍ମାଣକୁ ବିରୋଧ କରି ଟ୍ରକ୍‌ ଜାଳିଲେ ମାଓବାଦୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ବୁଡାଗୁଡ଼ା ଅଞ୍ଚଳରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକା ସଂସ୍ଥାର ଟ୍ରକ୍‌କୁ ମାଓବାଦୀମାନେ ପୋଡି ଦେଇଥିବା ସୂଚନା ମିଳିଛି । ଏହା ସହ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ବିରୋଧରେ ବ୍ୟାନର ଲଗାଇଥିବା ଜଣାପଡିଛି ।
Read More...