Browsing Tag

padampur news

ଲକ୍ଷ୍ମୀ ବସ ଧକ୍କାରେ ବାଇକ ଆରୋହୀର ଭାଙ୍ଗିଲା ଗୋଡ : ଡାକ୍ତରଖାନାରେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କେଶ ନଂ ୧୧୬ / ୨୫ଧାରା ୨୮୧/୧୦୬(୨) ବି ଏନ ଏସ ଅନୁସାରେ ଏକ ମାମଲା ରୁଜୁ କରାଯାଇ ଲକ୍ଷ୍ମୀବସ ଡ୍ରାଇଭରକୁ ଶୁକ୍ରବାର ପାଇକମାଲ ପୋଲିସ କୋର୍ଟ ଚାଲାଣ କରିଛି । ପ୍ରକାଶଥାଉକି ଗୁରୁବାର ୧୨ଟା ୫୦ ମିନିଟରେ କୁଦୋଗୁଡା…
Read More...

ଛୁରା ମାଡରେ ଘଟଣାରେ ଫେରାର ଥିବା ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତା ମାଡ ଘଟଣାରେ ପାଇକମାଲ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଥିବା ବେଳେ ଆଜି ଫେରାର ଥିବା ଜଣେ ଅଭିଯୁକ୍ତ ପାଇକମାଲ ଥାନା…
Read More...

କୋଦୋପାଲିରେ ମନ୍ଦିର ପ୍ରତିଷ୍ଠା ପାଇଁ ନୃସିଂହନାଥ ବିନ୍ଧ୍ୟାବାସୀନି ମନ୍ଦିରରୁ ଆଜ୍ଞା ମାଳ ନେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂଆପଡ଼ା ଜିଲ୍ଲା କୋଦୋପାଲି (ଧରମବନ୍ଧା) ବିଞ୍ଜାଲ ସମାଜର କର୍ମକର୍ତ୍ତା ଆସନ୍ତା ଶୀତଳଷଷ୍ଠୀ ଦିନ ବିନ୍ଧ୍ୟା ବାସିନୀ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥରେ ଥିବା ମା' ଜଗତ ଜନନୀ…
Read More...

ସ୍ୱପ୍ନେଶ୍ୱର ବାବାଙ୍କର ପତର ପେଣ୍ଡି ଉତ୍ସବ ସମ୍ପର୍ଣ୍ଣ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ । ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ମିଳନର ଏହି ପବିତ୍ର ଉତ୍ସବକୁ ବହୁ…
Read More...

ବିନୋଦ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅର୍ନ୍ତଗତ ବଡ଼କୁଞ୍ଜାରି ଗ୍ରାମର ବିନୋଦ ପଟେଲ ବୟସ (୫୮ବର୍ଷ ) ଗତ ବୁଧବାର ଦିନ ହଠାତ୍ ଅସୁସ୍ଥ ହେବାରୁ ତାଙ୍କ ପରିଜନ ଛତିଶଗଡ ସ୍ଥିତ ରାୟପୁର ଜିଲ୍ଲାର ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ…
Read More...

ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାର ହିସାବରେ ଉଦଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜପଡାଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ଶ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ…
Read More...

କାନାଡ଼ା ରାଷ୍ଟ୍ରୀୟ ହିନ୍ଦୁ ଅଧିବେଶନରେ ଓଡ଼ିଆ ଶିକ୍ଷାବିତଙ୍କ ମାର୍ଗଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ମେ ୨୪ ଓ ୨୫ ତାରିଖରେ କାନାଡ଼ା ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ କାନାଡ଼ାର ବ୍ରାମ୍ପଟନ ନଗରରେ ପ୍ରଥମ କାନାଡ଼ା ରାଷ୍ଟ୍ରୀୟ ହିନ୍ଦୁ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର କାନାଡ଼ା ଏବଂ ଅନ୍ୟ ଦେଶରୁ ହିନ୍ଦୁ ପ୍ରତିନିଧି, ବୌଦ୍ଧ, ଜୈନ,…
Read More...

ପାଇକମାଲ ବ୍ଲକରେ ନୁତନ ୨୭୩ ଜଣ ଭତ୍ତା ପାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ନୁତନ ଭାବେ ବିଧବା, ବାର୍ଦ୍ଦକ୍ୟ, ଭିନ୍ନକ୍ଷମ, ବୟସ୍କା ଅବିବାହିତ ମହିଳା, ଛାଡପତ୍ର ପାଇଥିବା ମହିଳା ୨୭୩ ଜଣଙ୍କୁ ବ୍ଲକ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ହୋଇଯାଇଛି । ଏଥିରେ ଅତିଥି ଭାବେ ବରଗଡ ସାଂସଦ…
Read More...

ବହୁ ପ୍ରତୀକ୍ଷା ପରେ ପାଇକମାଲ ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଫେଜରପୁର ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଛି । ଦଶମ ଶ୍ରେଣୀରେ ୭୪ ଛାତ୍ରଛାତ୍ରୀ ପରିକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରିଥିଲେ ମଧ୍ୟ ୩୬ ଜଣ…
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ଉତ୍ତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର । ଲୋକସଭାରେ ଗତ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଦୀପ ପୁରୋହିତ । ଯାହାର ଲିଖିତ ଉତ୍ତର ରଖିଛନ୍ତି ଡଃ ବୀରେନ୍ଦ୍ର…
Read More...