Browsing Tag

padampur news

ପାଇକମାଲରେ କଳାକାର ଚୟନ ପ୍ରକ୍ରିୟା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର କଳାକାର ଚୟନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ସଂସ୍କୃତି ସଂଘ ସଭାପତି ସୁରେନ୍ଦ୍ର ନାଥ ସାହୁଙ୍କ ସଭାପତିତ୍ୱ ଓ ବ୍ଲକ କଳା ସଂସ୍କୃତି ସଂଘର
Read More...

ଢୋଲବନ୍ଧ ଗ୍ରାମରେ ନାଟକ ‘ନିଶା ଦିଏ ଦଶା’ ମଞ୍ଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଜମଳା ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପନୀ ଅବସରରେ ରାଜକୁମାର ସାହୁଙ୍କ ଲିଖିତ ସଚେତନ ଧର୍ମୀ ନାଟକ 'ନିଶା ଆଣିଦିଏ ଦଶା' ପରିବେଷତ ହୋଇଯାଇଛି । ନିଶା ନିବାରଣ ଉପରେ
Read More...

ଧନୁଯାତ୍ରା ଉପଲକ୍ଷେ ଆଇନ ସଚେତନତା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜର୍ଜ ହାଇସ୍କୁଲ ମୀନା ବଜାର ପଡିଆରେ ଗତକାଲି ବୁଧବାର ଦିନ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ଆସନ୍ତା ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଗରିବ, ସାଧାରଣ ଜନତା ଏହାର ଲାଭ
Read More...

ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣା : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାରହା ପାଇଁ ଲଗାଯାଇଥିବା ବିଜୁଳି ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା କଣ୍ଟାପଡ଼ା ଗ୍ରାମର ରିଙ୍କୁ ବରିହା (୩୦) ଗତ ୨୦/୧୨/୨୦୨୨ ତାରିଖ ପାଇକମାଲ ଥାନା
Read More...

ଦିପ୍ତିପୁରରେ ଖ୍ରୀଷ୍ଟମାସ କପ୍‌ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମ ପଞ୍ଚାୟତ ଦିପ୍ତିପୁରଠାରେ ବଡଦିନ ପର୍ବ ଅବସରରେ ଖ୍ରୀଷ୍ଟମାସ କପ୍‌ ଉଦଘାଟିତ ହୋଇଯାଇଛି । ଏହି ଟୁଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିବେ । ଉଦ୍‌ଘାଟନୀ ମ୍ୟାଚ ବୁଢିମାଲ ଦଳ ଓ ଲୁହୁରାକୋଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ସହିଦ ମାଧବ ସିଂ ଓ ରମେଶ ସାହୁଙ୍କ ୧୨ତମ ସହିଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ସ୍ଥିତି ସହିଦ ସ୍ତମ୍ଭଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ପୁଲିସ ଗୁଳିରେ ପ୍ରାଣ ହରାଇ ଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦୁଇ ଜଣ ସହିଦଙ୍କୁ
Read More...

ଅବସର ନେବାର ୩ବର୍ଷ ବିତିଲା, ଶିକ୍ଷକଙ୍କୁ ମିଳିଲାନି ତାଙ୍କ ପେନ୍‌ସନ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର । ଗୁରୁ ସମାଜର ସର୍ବାଗ୍ରେ ପୂଜ୍ୟ । ତୃଣମୂଳ ସ୍ତରରେ ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଅବର୍ଣ୍ଣନୀୟ ଅଟେ । ସେ କୋମଳମତି ଶିଶୁମାନଙ୍କୁ ଜ୍ଞାନାଲୋକ ପ୍ରଦାନ କରି ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ
Read More...

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରବାସ ସଂଗଠନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଦୂର୍ଗା ମନ୍ଦିର ସାମନାରେ ବିଜେପି ମହିଳା ପ୍ରତିନିଧିମାନଙ୍କ ଦ୍ଵାରା ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବିଜେପି ମହିଲା ମୋର୍ଚ୍ଚାର କର୍ମୀମାନଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା ଜ୍ଞାପନ
Read More...

ଚାଷ ସରିଲା ପରେ ଏଲ୍‌ଆଇ ପଏଣ୍ଟରୁ ବିଦ୍ୟୁତ କାଟ କରିବାକୁ ଦାବୀ ସତ୍ତ୍ୱେ ବିଲ୍ ଆସୁଥିବା ଚାଷୀଙ୍କ ଅଭିଯୋଗ : ବିଦ୍ୟୁତ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବିଜାଡିହୀ ଗ୍ରାମର ହରିବୋଲ ସାହୁ, ଅକ୍ଷୟ ସାହୁ ଓ ଚତୁର୍ଭୁଜ ସାହୁ ଏକ ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ହରିବୋଲ ସାହୁ, ଅକ୍ଷୟ କୁମାର ସାହୁ ଓ ଚତୁର୍ଭୁଜ ସାହୁ ବିଜାଡିହୀ ଉଠା ଜଳସେଚନ ପ୍ରକଳ୍ପର ଜଣେ ଜଣେ
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବନବିହାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବନବିହାର ଟାଲନର୍ମଦା ନାଳା ଏବିଇଓ ଜୟ କୁମାର ସାହୁଙ୍କ ଫାର୍ମ ହାଉସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଉପସଭାପତି ମୁରଲୀଧର ସାହୁଙ୍କ ପତ୍ନୀ ଶ୍ରୀମତୀ ବିନୋଦିନୀ ସାହୁ
Read More...