Browsing Tag

padampur news

ଗାଇସିଲେଟ ପୋଲିସକୁ ବଡ଼ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୋଲିସ କବଜାରେ ଲୁଟେରା । ଜନତାଙ୍କ ସହଯୋଗରେ ପୋଲିସ ହାତରେ ଧରା ପଡ଼ିଛନ୍ତି ଲୁଟେରା । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ କଣ୍ଟାଝୁଡା ଗ୍ରାମର ରାହୁଲ ସାହୁ ଗତ ରବିବାର ଗାଇସିଲେଟ ପେଟ୍ରୋଲ ପମ୍ପକୁ ତେଲ ଆଣିବା
Read More...

ଅଖିଳ କ୍ଷେତ୍ରୀୟ ଗୋଣ୍ଡ ସମାଜର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ପଞ୍ଚାୟତ ପୁରେନା ସର୍କଲରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟବକ୍ତା ଭାବେ ଧନେଶ୍ଵର ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦୁର୍ଯ୍ୟୋଧନ ପୁଟା ସଭା ପରିଚାଳନା କରିଥିବା ବେଳେ ମୁଖ୍ୟବକ୍ତା ଭାବେ
Read More...

ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ନୃସିଂହନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତୀ ସଭାପତିତ୍ୱ କରିଥିବା ବେଳେ
Read More...

ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରା ପଞ୍ଚାୟତର କୁଧେରନପାଲି ଗ୍ରାମର ବରିଷ୍ଠ ବିଜେପି ନେତା ନିତ୍ୟାନନ୍ଦ ହୋତା(୬୩)ଙ୍କ ଆଜି ସକାଳ ୯ଟା ସମୟରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ଶ୍ରୀ ହୋତା
Read More...

ସରସ୍ୱତୀ ପୂଜା, ସାର୍ବଜନୀନ ଖଡ଼ିଛୁଆ ଉତ୍ସବ ଓ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସରସ୍ୱତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି । ମୁଦିରଥ ପଣ୍ଡା ଓ ଯଦୁମଣି ମିଶ୍ର ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ବିଦ୍ୟାରମ୍ଭ ସଂସ୍କାର
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି ।ପୃଥ୍ୱୀରାଜ ସାହୁ ସ୍ଥାନୀୟ ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ପ୍ୟାରେଡ଼ରେ ଅଭିଭାଦନ ଗ୍ରହଣ କରିଥିଲେ । ଚୈତନ୍ୟ ଭୋଇ ଗୁରୁଜୀ ସ୍ୱାଗତ
Read More...

ମହର୍ଷି ଦୟାନନ୍ଦ କ୍ଲବ୍‌ର ୭୭ତମ ବାର୍ଷିକ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବରିହାପାଲି ଗ୍ରାମର ପଙ୍କେଲପଡ଼ାଠାରେ ମହର୍ଷି ଦୟାନନ୍ଦ କ୍ଲବ୍‌ର ୭୭ତମ ବାର୍ଷିକ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ୨୨ ତାରିଖ ରବିବାର ଦିନ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ୨୪ ତାରିଖ ଦିନ ପୂର୍ଣ୍ଣାହୂତି ପଡ଼ିଥିଲା । ଏହି
Read More...

ସୋହେଲାର ମରେକେଲ ଗ୍ରାମଠାରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକରେ ଇତି ମଧ୍ୟରେ ପ୍ରଥମ ବର୍ଷ ପାଇଁ ପ୍ରଥମ କରି ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି
Read More...

ଜମଲାଗ୍ରାମରେ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉପଲକ୍ଷେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଲା ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ତରଫରୁ ରାମ
Read More...

ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ମାଗଣା ଆଖି ଅପେରେସନରେ ଟଙ୍କା ହଡପ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ମାଗଣା ଆଖି ଅପେରେସନରେ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଜାନୁଆରୀ ୮ ତାରିଖ ରବିବାର ଦିନ ପାଇକମାଲ ଧର୍ମଶାଳାଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଯୁବ କୁଲତା ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ
Read More...