ଶାମୁକା ଚାଷ କରି ରୋଜଗାର କ୍ଷମ ହୋଇପାରିଛନ୍ତି ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସାମାଲ ଗାଁର ଦିବ୍ୟାଙ୍ଗ ଚାଷୀ ଲଛମନ ନାୟକ । ଶାରୀରିକ ଅକ୍ଷମତା ସତ୍ତ୍ୱେ ଦୃଢ଼ ମନୋବଳ ଆଗରେ ଦିବ୍ୟାଙ୍ଗ ଶାମୁକା ଚାଷ କରି ମୋତି ଉତ୍ପାଦନ କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଲଛମନ ନିଜର ଦୁଇଟି ଗୋଡ଼ ହରାଇଥିଲେ ।!-->…
Read More...
Read More...