Browsing Tag

news of world

ହ୍ୱାଇଟ ହାଉସ ପକ୍ଷରୁ ରୁଷ୍‌କୁ ୟୁକ୍ରେନ ଉପରେ ସାଇବର ଆକ୍ରମଣ କରିଥିବା ଅଭିଯୋଗ

ୱାଶିଂଟନ୍ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ପ୍ରମୁଖ ବ୍ୟାଙ୍କକୁ ଟାର୍ଗେଟ କରି ସାଇବର ଆକ୍ରମଣ ପାଇଁ ହ୍ୱାଇଟ ହାଉସ ରୁଷକୁ ଦାୟୀ କରିଛି । ହ୍ୱାଇଟ ହାଉସର ମୁଖ୍ୟ ସାଇବର ଅଫିସର ଏନେ ନଉବର୍ଜର ସାଇବର ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି ଏବଂ ଏହା ରୁଷ ଓ ୟୁକ୍ରେନ ମଧ୍ୟରେ
Read More...

ପୂର୍ବ ୟୁକ୍ରେନ ବିସ୍ଫୋରଣରେ ଦୋହଳିଲା, ୧ ସୈନିକ ନିହତ, ରକେଟ୍ ମାଡ଼ ସୂଚନା

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ । ପୂର୍ବ ୟୁକ୍ରେନରୁ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଶନିବାର ପୂର୍ବାହ୍ନରେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ନିୟନ୍ତ୍ରିତ ସହର ଡୋନେସ୍ତକ ଉତ୍ତର ଭାଗରେ
Read More...

ୟୁକ୍ରେନ୍‌ ସୀମାରେ ରୁଷ୍‌ ସୈନ୍ୟଙ୍କ ଭିଡ଼, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ

ମସ୍କୋ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ବିବାଦ କମିବାର ନାଁ ନେଉନାହିଁ । ଏବେ ଚରମ ସୀମାରେ ପହଞ୍ଚିଛି ବିବାଦ । ଏହି ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍‌ ଧରିଛି । ଏମିତି ସମୟରେ ରୁଷ୍‌ ସେନା ୟୁକ୍ରେନ୍‌କୁ ଆହୁରି ଘେରିବାକୁ କସ୍‌ରତ ଜାରି
Read More...

ପୁତିନ କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବେ : ରୁଷକୁ ଶେଷ ଚେତାବନୀ ଦେଲେ ବାଇଡେନ

ମସ୍କୋ : ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ମନା କରିଦେଇ ଥାଇପାରେ, କିନ୍ତୁ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା କରିବ ବୋଲି ଜଣାପଡ଼ିଛି । ବ୍ରିଟିଶ ଗଣମାଧ୍ୟମ କହିଛି ଯେ, ରୁଷ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି ଏବଂ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଯୁଦ୍ଧ ଘୋଷଣା ମଧ୍ୟ
Read More...

ନୂଆ ଚିକିତ୍ସା ପ୍ରଣାଳୀର ସଫଳତା : ପ୍ରଥମ ଥର ପାଇଁ ଜଣେ ଏଚ୍‌ଆଇଭି ସଂକ୍ରମିତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହେଲେ

ୱାସିଙ୍ଗଟନ୍‌ : ଏଚ୍‌ଆଇଭି ଏଡ୍‌ସ୍‌ ଅତ୍ୟନ୍ତ ଭୟଙ୍କର ସଂକ୍ରାମକ ଓ ମାରାତ୍ମକ ରୋଗ, ଯାହା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍‌ସି ଭାଇରସ୍‌ ସଂକ୍ରମଣ କାରଣରୁ ହୋଇଥାଏ । ଆଜି ପର୍ଯ୍ୟନ୍ତ ଏହି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଅସମ୍ଭବ ବୋଲି ବିଶ୍ୱାସ କରାଯାଉଛି । କିନ୍ତୁ ଏଥିରେ ବ୍ୟତିକ୍ରମ
Read More...

ଆମେରିକା ପାକିସ୍ତାନକୁ ଲାଲ ତାଲିକାରେ ରଖି ଭାରତ ଉପରେ ନରମତା ଦେଖାଇଲା

ୱାଶିଂଟନ୍‌ : ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗତ ବୁଧବାର ଦିନ 'କନ୍‌ଟ୍ରି ଅଫ୍‌ ପାର୍‌ଟିକୁଲାର୍‌ କନ୍‌ସର୍ନ'ର ଏକ ତାଲିକା ପ୍ରକାଶ କରିଛନ୍ତି । ଧାର୍ମିକ ସ୍ୱାଧୀନତାର ମୂଲ୍ୟାଙ୍କନ କରୁଥିବା ଆମେରିକୀୟ
Read More...

ନିଜଠାରୁ ୩୧ ବର୍ଷ ସାନ ଯୁବତୀଙ୍କୁ ତୃତୀୟ ବିବାହ କଲେ ପାକିସ୍ତାନୀ ସାଂସଦ

ଇସ୍‌ଲାମାବାଦ : ନିଜଠାରୁ ୩୧ ବର୍ଷ ସାନ ଜଣେ ଯୁବତୀଙ୍କୁ ତୃତୀୟ ବିବାହ କରି ପାକିସ୍ତାନୀ ସାଂସଦ ଏବେ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ପାକିସ୍ତାନର ସତ୍ତାରେ ଥିବା ପାର୍ଟି ପିଟିଆଇର ସାଂସଦ ତଥା ଲୋକପ୍ରିୟ ଟିଭି ହୋଷ୍ଟ୍‌ ଅମିର ଲିୟାକତ୍‌ ଗତ ବୁଧବାର ଦିନ ନିଜଠାରୁ ୩୧ ବର୍ଷ ସାନ
Read More...

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଆମେରିକା ଚିନ୍ତିତ, ୩ ହଜାର ସୈନିକ ପଠାଇବାକୁ ନିର୍ଦ୍ଦେଶ

ୱାଶିଙ୍ଗ୍‌ଟନ୍‌ : ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ସମ୍ଭାବନାକୁ ନେଇ ଚିନ୍ତିତ ଉତ୍ତର ଆଟ୍‌ଲାଣ୍ଟିକ୍‌ ସନ୍ଧି ସଂଗଠନ(ନାଟୋ) ସହଯୋଗୀ ମାନଙ୍କ ପ୍ରତି ଆମେରିକା ପ୍ରତିବଦ୍ଧତା ଦର୍ଶାଇ ପେଣ୍ଟାଗନ୍‌ ପୋଲେଣ୍ଡରେ ଆହୁରି ୩ ହଜାର ସୈନିକ ପଠାଉଛି । ପୋଲେଣ୍ଡରେ ୧୭୦୦ ସୈନିକ ପୂର୍ବରୁ ମୁତୟନ
Read More...

ଚୀନ୍-ପାକିସ୍ତାନ ପ୍ରଧାନମନ୍ତ୍ରୀ ବୈଠକ : ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ କହିଲେ – ପଡ଼ୋଶୀ କୂଟନୀତିରେ…

ବେଜିଂ : ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଶନିବାର ଦିନ କହିଛନ୍ତି ଯେ, ପଡ଼ୋଶୀ କୂଟନନୈତିକ କ୍ଷେତ୍ରରେ ଚୀନ୍ ପାଇଁ ପାକିସ୍ତାନ ପ୍ରାଥମିକ ସ୍ଥାନ ଅଧିକାର କରିଛି । ଲି କିଆଙ୍ଗ ତାଙ୍କର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିଥିଲେ । ଏହି ସମୟ ମଧ୍ୟରେ ଇମ୍ରାନ ଆଶ୍ୱାସନା
Read More...

ବାଦୁଡ଼ିରୁ ମିଳୁଛି ନିଓକୋଭ କରୋନା ଭାଇରସ : ବୈଜ୍ଞାନିକଙ୍କ ଭୟାନକ ବିବୃତ୍ତି

ବେଜିଂ : ଦକ୍ଷିଣ ଆଫ୍ରିକାର ବାଦୁଡ଼ିମାନଙ୍କ ମଧ୍ୟରେ ବ୍ୟାପୁଥିବା ନିଓକୋଭ କରୋନା ଭୂତାଣୁ ଭବିଷ୍ୟତରେ ଯଦି ଏହା ମଣିଷ ଦେହକୁ ଆସେ, ତେବେ ମଣିଷ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ଚାଇନାର ଅନୁସନ୍ଧାନକାରୀ ବୈଜ୍ଞାନିକମାନେ ଏହି ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଭୂତାଣୁ
Read More...