ଦନ୍ଦରା ପଞ୍ଚସଖା ବୋଲବମ ପକ୍ଷରୁ ହରିଶଙ୍କରରୁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ପଞ୍ଚସଖା ବୋଲବମ୍ ପକ୍ଷରୁ ହରିଶଙ୍କର ତୀର୍ଥକ୍ଷେତ୍ରରୁ ଜଳାଭିଷେକ ପାଇଁ ବଙ୍ଗୋମୁଣ୍ଡା ପର୍ଯ୍ୟନ୍ତ ପଦଯାତ୍ରା କରାଯାଉଛି । ପବିତ୍ର ଶ୍ରାବଣ ମାସରେ ଶ୍ରୀ ଶ୍ରୀ ମହାଦେବଙ୍କୁ!-->…
Read More...
Read More...