Browsing Tag

kalahandi news

ଯଶୋବନ୍ତଙ୍କ ଟ୍ୱିଟ ପରେ ଜଳଦେଇଙ୍କ ପରିବାର ପାଇଲେ ସରକାରୀ ସୁବିଧା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାନିଗୁମା ପଞ୍ଚାୟତ ଅଧୀନ ତରାଗାଁର କୁଲଧର ମାଝୀଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ତାଙ୍କର ସ୍ତ୍ରୀ ଜଳଦେଇ ତିନି ସନ୍ତାନକୁ ନେଇ ଜୀବନ କାଟୁଛନ୍ତି ।ସୂଚନା ଅନୁସାରେ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ତିନି ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଓ ସରକାରୀ ସହାୟତା ପାଇଲେ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ଗାଁର ଉତ୍ତମ ବାରିକ କେନସର ରୋଗରେ ଆକ୍ରାନ୍ତ ହୋଇ ଗତ କିଛିମାସ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସ୍ତ୍ରୀ ରଶ୍ମିତା ବାରିକ ନିଜର ସୁନା, ଗହଣା, ଜମି ବନ୍ଧକ ରଖି ତାଙ୍କୁ ଉନ୍ନତ ମାନର ଚିକିତ୍ସା ଲାଗି
Read More...

ସମାଜସେବୀ ଯଶୋବନ୍ତ ରଣାଙ୍କ ନିବେଦନ କ୍ରମେ ପ୍ରତ୍ୟୁଷଙ୍କୁ ମିଳିବ ସରକାରୀ ସହାୟତା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ପଞ୍ଚାୟତ ମହାଲିଙ୍ଗ ଗାଁର ପ୍ରତ୍ୟୁଷ ବାଗ ବାପା ମା'ଙ୍କୁ ହରାଇ ବୃଦ୍ଧ ଅଜା ଆଇଙ୍କ ପାଖରେ ରହୁଛନ୍ତି । ସୂଚନା ଅନୁସାରେ ୪ ବର୍ଷ ତଳେ ତାଙ୍କର ପିତାଙ୍କ ଦେହାନ୍ତ ହୋଇଥିଲା । ୬ ମାସ ତଳେ ତାଙ୍କର ମା'ଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣାଙ୍କ ପରଲୋକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନର୍ଗତ ଅଲାତରାର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣା(୭୮) ବୟସରେ ଶନିବାର ସକାଳ ୫.୩୦ରେ ପରଲୋକ ହୋଇଛି । ସେ ପଞ୍ଚସଖା ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠତା ମଧ୍ୟରେ ଜଣେ, ଯେଉଁ ବିଦ୍ୟାଳୟ ଏବେ ସ୍ମାର୍ଟସ୍କୁଲରେ
Read More...

ଓଲଟିଲା ଭ୍ୟାନ : ଅଳ୍ପକେ ବର୍ତ୍ତିଗଲେ ମଦନପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଆଦର୍ଶ ବିଦ୍ୟାଳୟରେ ଭଡାସୂତ୍ରରେ ଲାଗିଥିବା ଏକ ଭ୍ୟାନ ଓଡ଼ି ୦୮ ଜେ ୯୦୬୦ ଓଲଟି ପଡିଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ୧୯ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରୁ ପାଠପଢି ମ. ରାମପୁର ଫେରୁଥିବା ବେଳ
Read More...

କୋଭିଡ ଟିକାକରଣ ଶିବିର

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲ ଓ ଧଅରାଖମନ ଠାରେ ପୃଥକ ପୃଥକ ଭାବେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଓ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ କୋଭିଡ ଟିକାକରଣ ଶିବିର ଆୟୋଜନ
Read More...

ରାଷ୍ଟ୍ରୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଷ୍ଟ୍ରୀୟ କ୍ରୀଡା ଦିବସ ଉପଲକ୍ଷେ ସ୍ଥାନୀୟ ମାରୱାଡି ଯୁବା ମଞ୍ଚ ମ.ରାମପୁର ପକ୍ଷରୁ ଏକ ସାଇକଲ ରାଲି ଅନୁଷ୍ଠିତ ହୋଇଯାଇଛି । ଆଜି ମେଜର ଧାନ ଚାନ୍ଦଙ୍କ ଜନ୍ମଦିନ ତଥା ରାଷ୍ଟ୍ରୀୟ କ୍ରୀଡ଼ା ଦିବସ । ଏଣୁ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଭାରତୀୟ
Read More...

ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ

କଳାହାଣ୍ଡି, (ପି.କେ. ସାହୁ) : ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ବଡ଼ ପୋଡ଼ାଗୁଡା ପଞ୍ଚାୟତ ରଏନଗୁଡା ଗାଁରେ ଆଜି ସକାଳୁୁ ଗଣପତି ଭାଟି (୫୩) ଶୌଚ ପାଇଁ ଯାଉଥିବା ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା
Read More...

ଜମିରେ ଗାଈଗୋରୁ ଛାଡିଲେ ଚାଷୀ : ମରୁଡି ଘୋଷଣା ଦାବୀ

କଳାହାଣ୍ଡି, (ନରୋତମ ସେଲମା) : ଶ୍ରାବଣ ଯାଇ ଭାଦ୍ରବ ଆସିଲାଣି ହେଲେ ତଳ ରୁଆ କି ବିହୁଡା କାମ ହୋଇପାରିଲାନି । ତଳି ଗୁଡିକ ୨ ମାସରୁ ଅଧିକ ସମୟ ହେଲାଣି । ତଳି ପକାଇବାର ୨୧ ଦିନ ମଧ୍ୟରେ ରୋଇବା କଥା ହେଲେ ପାଣି ଅଭାବରୁ ମାସ ମାସ ଧରି ତଳି ପଡିରହିଛି । ତଳି ଗୁଡିକ ହଳଦିଆ ହୋଇଯିବା ସହ
Read More...

ପୁଣି ଏକ ବାଇକ ଚୋରି : ୧ ମାସ ମଧ୍ୟରେ ୨ ଟି ବାଇକ ଚୋରି ହେଲାଣି

କଳାହାଣ୍ଡି, (ନରୋତମ ସେଲମା) : ରିଷିଡା ସାପ୍ତାହିକ ବଜାର ନିକଟ ବନ୍ଧହୁଡାରୁ ପୁଣି ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ରିଷିଡା ସପ୍ତାହିକ ହାଟକୁ ବିନ୍ଧାଣୀ ଗ୍ରାମର ଜନୈକ ଯୁବକ ନିଜର ଏଚ୍‌ଏଫ ଡିଲକ୍ସ ବାଇକରେ ବଜାର କରିବାକୁ ଆସି ବଜାର ନିକଟସ୍ଥ
Read More...