Browsing Tag

kalahandi news

ଏକତା ପରିଷଦର ଶ୍ରମଦାନ ଓ ଶ୍ରମଶକ୍ତି କାର୍ୟ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ପରିଷଦ ତରଫରୁ ଚାଲିଥିବା ଶ୍ରମଶକ୍ତି ଓ ଶ୍ରମଦାନ କାର୍ୟ୍ୟକ୍ରମ ମ.ରାମପୁର ବ୍ଳକ ଉର୍ଲାଦାନୀ ପଂଚାୟତର ଜୁରାଖମନଠାରେ ଅନୁଷ୍ଠିତ ହେଇଯାଇଛି । ସାଧାରଣ ସଂପାଦକ ରମେଶ ଶର୍ମାଙ୍କ ନେତୃତ୍ୱରେ ଚାଲିଥିବା ଏହି
Read More...

ଦୁଇଟି ପୃଥକ ସଡ଼କ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅଂଚଳରେ ଆଜି ଦୁଇଟି ପୃଥକ ସଡ଼କ ଦୁର୍ଘଟଣା ହେଇଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହେଇଛି ଏବଂ ଅନ୍ୟ ଜଣେ ଗୁରୁତର ହେଇଥିବା ଜଣାପଡିଛିଛି । କେସିଙ୍ଗା ପଟରୁ ଜାତୀୟ ରାଜପଥ ୫୯ରେ ଟୁର୍ଚ୍ଚି ନିକଟରେ ଏହି ବ୍ଲକ ବମକ ପଂଚାୟତ
Read More...

ଗୀତିକାର ପଦ୍ମନାଭ ଦୁବେ ଜୟନ୍ତୀ ସମାରୋହ ଆୟୋଜିତ

କଳାହାଣ୍ଡି, (ହେମନ୍ତ ସାହୁ) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ଅମଲା ଭବନ ପରିସରରେ ଆୟୋଜିତ ହୋଇଯାଇଛି। ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ
Read More...

ପଞ୍ଚାୟତିରାଜ ଓ ଲୋକସେବା ଦିବସ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ପ୍ରବାଦ ପୁରୁଷ ବିଜୁ ବାବୁ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହେଇଯାଇଛି । ଏହି ଅବସରରେ ମ.ରାମପୁର ପଂଚାୟତ ସମିତି ଅଧକ୍ଷ ଜୀବେଶ କୁମାର ପଣ୍ଡା, ବିଡ଼ିଓ ରୁମାନା ଜାଫ୍ରି, ଜିଲ୍ଳା ପରିଷଦ ସଭ୍ୟ
Read More...

ବାଇକ୍ ଆରୋହୀଙ୍କ ଉପରେ ଚଢିଗଲା ବସ୍ : ଗୋଟିଏ ପରିବାରର ୩ମୃତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଏକ ବଡ ଖବର ଆସି ପହଞ୍ଚିଛି । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଆଧାରରେ ଚପ୍ରିଆ ପଞ୍ଚାୟତ ଅନ୍ତର୍ଗତ ତୁରେଛଡ଼ା ଗାଁର କୃଷ୍ଣଚନ୍ଦ୍ର ବାଗ (୪୦) ତାଙ୍କ
Read More...

ତିନି ବର୍ଷର ଶିଶୁକନ୍ୟାକୁ ଯୋୖନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତକୁ କୋର୍ଟ ଚାଲାଣ

କଳାହାଣ୍ଡି, (ପି.କେ. ସାହୁ) : ଜଣେ ୩ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକଲେଟ୍ କିଣିଦେବା ବାହାନାରେ ଡାକିନେଇ ଯୋୖନ ନିର୍ୟ୍ୟାତନା ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନାଞ୍ଚଳର ଏକ ଗାଁରେ । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର
Read More...

ଟ୍ରେନ ଯୋଗେ କଳାହାଣ୍ଡିରୁ ବାଂଲାଦେଶକୁ ପଠାଗଲା ତୁଳା

କଳାହାଣ୍ଡି, (ପି.କେ. ସାହୁ) : ଉଚ୍ଚମାନର ତୁଳା ଟ୍ରେନ ଯୋଗେ କଳାହାଣ୍ଡିରୁ ପ୍ରଥମ ଥର ପାଇଁ ବାଂଲାଦେଶକୁ ପଠାଯାଇଛି ବୋଲି ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ୨୪୭୧.୫ ମେଟ୍ରିକ୍ ଟନ୍ ତୁଳା ଜୁନାଗଡ ଷ୍ଟେସନରୁ ବାହାରି ବାଂଲାଦେଶ ବେନାପୋଲ ଷ୍ଟେସନ ଅଭିମୁଖେ ବାହାରିଛି
Read More...

ଚୋରା ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି, (ହେମନ୍ତ ସାହୁ) : ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ହରଲଙ୍ଗା ଠାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ମାରୁତି ଭ୍ୟାନ ଗାଡ଼ିକୁ ସନ୍ଦେହରେ ଅଟକାଇଥିଲେ
Read More...

କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ୍ ପାଇଁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବା ୨୬ଟି ଆଦର୍ଶ ସ୍କୁଲ ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ମ.ରାମପୁର ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅଲାତରା ପଂଚସଖା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
Read More...

ଆର୍ଥିକ ଓ ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ମ. ରାମପୁର ବ୍ଲକ ମଦନପୁର ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ.ରାମପୁର ଶାଖା ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ଆର୍ଥିକ ଓ ଡିଜିଟାଲ ସାକ୍ଷରତା ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି । ବ୍ୟାଙ୍କ ପରିଚାଳକ ଶ୍ୟାମସୁନ୍ଦର ଧଳ, କର୍ମଚାରୀ ପ୍ରମୋଦ କୁମାର ସାମଲ,
Read More...