Browsing Tag

deogan news

ଅନ୍ତର୍ଲା ୭ମ ମାଁ ରାମଚଣ୍ଡୀ ଫୁଟବଲ ପ୍ରତିଯୋଗିତାରେ ନକଟାସରକୁ ଟ୍ରାଇବ୍ରେକରରେ ହରାଇ ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲାରେ ୭ମ ମାଁ ଚଣ୍ଡୀକପ୍ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ସାଂସଦଙ୍କ
Read More...

ଜଙ୍ଗଲ ଭିତରେ ୪ ଦିନ ହେବ କଂସ ଦରବାର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରି ରହିଥିବା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତର ଚାନ୍ଦିଲି ପାହାଡ଼ରେ ଅଷ୍ଟମ ଚାନ୍ଦିଲି ମହୋତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରସରାଜ ଅଚ୍ୟୁତ
Read More...

ରତନପୁର ଭିଏସ୍‌ଏସ୍‌ରେ ଭିଏସ୍‌ଏସ୍‌ ବିଲ୍ଡିଂର ଉଦଘାଟନ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଞ୍ଜ ର ରତନପୁର ଭିଏସ୍‌ଏସ୍‌ରେ ଏକ ଭିଏସ୍‌ଏସ୍‌ ବିଲ୍ଡିଂର ଉଦଘାଟନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ମେସିନ୍ ଏବଂ ଲଜିଷ୍ଟିକ୍ ସାମଗ୍ରୀ ଯେପରିକି - ବିରି ଗ୍ରାଇଣ୍ଡିଂ ମେସିନ୍, ମୁଢି ତିଆରି ମେସିନ୍, ଖଲି ଦାନ ତିଆରି ମେସିନ୍, ଚୌକି, ଏବଂ
Read More...

ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଭାଇ ଓ ଭଉଣୀର ସମ୍ପର୍କ ନିଆରା । ଏ ସମ୍ପର୍କ ହେଉଛି ବିଶ୍ୱାସର, ସୁରକ୍ଷାର, ସମର୍ପଣ ଓ ଭଲ ପାଇବାର । ସେଥିପାଇଁ ଏ ବନ୍ଧନ ହେଉଛି ଅତୁଟ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ
Read More...

ଦେଓଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦେଓଗାଁରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଡ଼. ଶିବବ୍ରତ ଦାସ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ରକ୍ଷାବନ୍ଧନ ଉତ୍ସବର
Read More...

କୁଡାସିଂହା ବୁଢ଼ାଡଙ୍ଗର କଲେଜରେ ବନମହୋତ୍ସବ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବଲାଙ୍ଗିର ସଦର ବ୍ଲକ୍‌ କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଉପାଦେୟତା
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍‌ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟ ଶୁକ୍ରବାର ଦିନ ବନମହୋତ୍ସବ ପାଳିତ ହୋଇଯାଇଛି । ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ଵାରା ପରିଚାଳିତ । ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମହା ବିଦ୍ୟାଳୟର ସଭାପତି କୁମାର ଷାଣ୍ଢ ଯୋଗ ଦେଇ
Read More...

ଜରାସିଂହା ମାଉସୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ କଳକୀ ଅବତାର

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ଜରାସିଂହା ଗାଁର ମାଉସୀ ମାଁ ମନ୍ଦିରରେ ବୁଧବାର ଶ୍ରୀ ଜଗନ୍ନାଥ କଳକୀ ଅବତାର ଧାରଣ କରିଥିଲେ। ଏହାକୁ ଅଞ୍ଚଳର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
Read More...

ଦେଓଗାଁ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳେ ହାତୀସରା ଗାଁରେ ଦେଓଗାଁ ସରସ୍ୱତୀ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମା‌ଷ୍ଟମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାତୀସରା ସରପଞ୍ଚ କେଲୋ ଡାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ
Read More...

ଦେଓଗାଁ ବ୍ଲକ ବିଜେଡି କର୍ମୀ ସମାବେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ୧୩ ନମ୍ବର ଜୋନର ବିଜେଡି କର୍ମୀଙ୍କୁ ନେଇ କୁଲୁତାପଡ଼ା ସ୍ଥିତ ଶୁଲିଆ ପୀଠର ବିଜାମୁଣ୍ଡା ଏମ୍‌ଆଇପି ନିକଟରେ ୬ଟି ପଞ୍ଚାୟତର ବିଜେଡି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁଶୀଳ ଚାନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ
Read More...