Browsing Tag

delanga news

ଅନୀଲ ପରିଡାଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତର ଗୋରଡାପୀଢ ଗ୍ରାମର ଅନୀଲ୍ ପରିଡା(୨୫) ଗତକାଲି ଭୁବନେଶ୍ୱର ସ୍ଥିତ ଓଏସ୍ଏପି କ୍ୟାମ୍ପସ୍‌ରେ ଜେଲ୍ ଓର୍ଡର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁର ୧୬ ଶହ ମିଟର ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମୟରେ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କର୍ମ ନିୟୋଜନ, ପୁରୀ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ ହୋଇଯାଇଛି
Read More...

ଡେଲାଙ୍ଗରେ ଖୋଲିଲା ଅତ୍ୟାଧୁନିକ ଜିମ୍‌ ସେଣ୍ଟର୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ପାଇଁ ଡେଲାଙ୍ଗ ଷ୍ଟେଟ ବ୍ୟାଙ୍କ ସନ୍ନିକଟରେ ରବିବାର ସନ୍ଧ୍ୟାରେ ଜିମ୍‌ ସେଣ୍ଟର୍ ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମାହାନ୍ତିଙ୍କ କରକମଲରେ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଉଦ୍ୟୋଗୀ ପ୍ରତ୍ୟୁଷ ନିଶଙ୍କ ଏହି ଜିମ୍‌
Read More...

ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଏକାଦଶାହରେ ଶୋକସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ଏକାଦଶାହରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ୍ ପ୍ରାକ୍ତନ ଶିକ୍ଷକ ସଂଘ ସଭାପତି ପ୍ରହଲ୍ଲାଦ ସ୍ଵାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ଗୁରୁ ଗୋବିନ୍ଦ ସାମନ୍ତରାୟ, କବି ଶିକ୍ଷୟିତ୍ରୀ
Read More...

ବାବା ବଣିବକ୍ରେଶ୍ଵର ପୀଠରେ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ବଣିବକ୍ରେଶ୍ୱର ଦେବଙ୍କ ପବିତ୍ର ପୀଠ ସ୍ଥଳୀରେ ଗୁରୁବାର ସନ୍ଧ୍ୟାରେ ବିଶ୍ୱଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୂତି ହୋଇଯାଇଛି । ଆଠଦେଶ ଠାକୁର ତଥା ଆମ ଅଞ୍ଚଳର ଇଷ୍ଟ ଦେବ ବାବା ବଣିବକ୍ରେଶ୍ୱର
Read More...

ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ

୧୫ ଫୁଟ ଉଚ୍ଚ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ, ଶିବ ମନ୍ଦିର, ସଂଗ୍ରାହାଳୟ, ଶିଶୁ ପାର୍କ, ପରିକ୍ରମା ରାସ୍ତା, ସୂଚନା କେନ୍ଦ୍ରସୁଆଣ୍ଡୋରୁ ଆରମ୍ଭ ହେଲା ମହାପୁରୁଷଙ୍କ ଜନ୍ମପୀଠର ବିକାଶ କାର୍ଯ୍ୟକ୍ରମ, ୫-ଟି ଉପକ୍ରମରେ ରାଜ୍ୟର ସବୁ ବରପୁତ୍ରଙ୍କ ଜନ୍ମପୀଠର ରୂପାନ୍ତର
Read More...

ମାଙ୍କଡ଼ କାମୁଡାରେ ଦୁଇ ଜଣ ଗୁରୁତର

ଡେଲାଙ୍ଗ, (ଦିଲ୍ଲପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଯୋରକଣୀ ଗ୍ରାମର ଉପେନ୍ଦ୍ର ସୁନ୍ଦରାୟ ମାଙ୍କଡ଼ କାମୁଡାରେ ଗୁରୁତର ଆହତ ହୋଇ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ମାନସ ସାହୁ ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଘୋରଡିଆ ଗ୍ରାମରେ ପ୍ରାୟ ଏକ
Read More...

ରାଧାମୋହନ ଦେବଙ୍କ ପୀଠରେ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍‌ଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠ ସ୍ଥଳୀରେ ନବମ ବାର୍ଷିକ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫ଟି ନଦିଆ ସଙ୍କିର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ
Read More...

ଘୋରଡିଆରେ ମାଙ୍କଡ଼ଙ୍କ ଉତ୍ପାତରେ ଲୋକେ ଲହୁଲୁହାଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡିଆ ଗ୍ରାମରେ ପ୍ରାୟ ଏକ ସପ୍ତାହ ହେଲା ଦଳେ ମାଙ୍କଡ଼ କେଉଁ ଆଡୁ ଆସି ନାହିଁ ନଥିବା କ୍ଷତି କରିବା ସହ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହେଉଥିବା ଖବର ମିଳିଛି । ବାଡ଼ି ବଗିଚାରେ ପନିପରିବା, ଶାଗ, କଦଳୀ, ଅମୃତଭଣ୍ଡା, କଖାରୁ, ନଡ଼ିଆ ଗଛର ଫୁଲ ଓ
Read More...

ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର
Read More...