ବାଇକ ଧକ୍କାରେ ଜଣେ ବୃଦ୍ଧା ମୃତ
ବ୍ରହ୍ମପୁର : ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ (୭୦) । ସୂଚନା ଯୋଗ୍ୟ ଯେ, ହୁଗୁଳାପଟା ଗ୍ରାମର ସାଇବାଣୀ ସାହୁ କୌଣସି କାମରେ ଛକକୁ ଆସିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା!-->…
Read More...
Read More...