Browsing Tag

bonogmunda news

୧୩ ଦଫା ଦାବି ନେଇ ଜିନ୍ଦାବାଦ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ଫରେଷ୍ଟ ଅଫିସ ଘେରାଉ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜଙ୍ଗଲ ଅଧିକାର ସୀକୃତି ଆଇନ ୨୦୦୬, ସଂଶୋଧୀତ ନିୟମ ୨୦୧୨କୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା ଦାବୀ ନେଇ ଜିନ୍ଦାବାଦ ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ
Read More...

ଦାଦନ ଶ୍ରମିକର ଶବର ମୂଲ୍ୟ ୫୦ହଜାର ଟଙ୍କା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦିନକୁ ଦିନ ଦାଦନ ଶ୍ରମିକଙ୍କ ନିର୍ଯ୍ୟାତନା , ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଶବ ଫେରି ନ ପାରିବା ଘଟଣା କମିବାର ନାଁ ଧରୁ ନାହିଁ । ଶ୍ରମିକ ମାନେ ଏବେବି ନିର୍ଯ୍ୟାତନା ହେଉଥିବା ସାମ୍ନାକୁ ଆସୁଛି । ପେଟ ପାଟଣା ପାଇଁ ଦାଦନ ଶ୍ରମିକ ଭାବେ
Read More...

୧୨୦ ବୋତଲ କଫ ସିରପ ଜବତ : ଜଣେ ଗିରଫ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ଅବକାରୀ ଥାନା ପକ୍ଷରୁ ଚଢ଼ଉ କରି ଖପାଦର ବଙ୍ଗୋମୁଣ୍ଡା ରାସ୍ତାରେ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡାର ସୀତାରାମ ସାହୁ
Read More...

ବଙ୍ଗୋମୁଣ୍ଡାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ପଞ୍ଚାୟତ ସମିତିର ଦ୍ଵିମାସିକ ବୈଠକ ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ
Read More...

ବଙ୍ଗୋମୁଣ୍ଡାରେ ବନସୁରକ୍ଷା ସମିତି ଗୁଡିକୁ ଜୀବନ ଜୀବିକା ସହାୟକ ଉପକରଣ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ ବଙ୍ଗୋମୁଣ୍ଡା ବନାଞ୍ଚଳର ୪ ଗୋଟି ବନସୁରକ୍ଷା ସମିତିମାନଙ୍କୁ ଉପକରଣ ଗୁଡିକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଠେମରା ପଞ୍ଚାୟତରେ ମନରେଗା ଯୋଜନା ଗରିବ ପରିବାରକୁ ଯୋଗାଉଛି ଦାନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଦାଦନଗଡ଼ କୁହାଯାଉଥିବା ବଙ୍ଗୋମୁଣ୍ଡା ବ୍ଲକରେ ଲୋକଙ୍କୁ କାମ ଯୋଗାଉଛି ମନରେଗା ଯୋଜନା । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଶେଷ ସୀମାରେ ଥିବା ଠେମରା ପଞ୍ଚାୟତର ବିଭିନ୍ନ ଗାଁରେ ଯେଉଁ ଭଳି ମନରେଗା କାର୍ଯ୍ୟ କରି ଶ୍ରମିକ
Read More...

କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭାର ସାମାଜିକ ସଚେତନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଡଙ୍ଗରପଡା ଗ୍ରାମ ପଂଚାୟତ କୋକଡୁଙ୍ଗରିଠାରେ ମୁରିବାହାଲ ବ୍ଲକ ଯାଦବ ମହାସଭା ଉପସଭାପତି ତେଜୁରାମ ବାଗଙ୍କ ନେତୃତ୍ୱ ଏକ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ଚଣ୍ଡୀ
Read More...

ପାନୀୟ ଜଳ ସମସ୍ୟା ଚୁଆଁ ପାଣି ହିଁ ସାହା ଭରସା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ଚକନିପଦର ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ବିଶୁଦ୍ଧ ପାନୀୟ ଜଳ
Read More...

ବଙ୍ଗୋମୁଣ୍ଡାରେ ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ପକ୍ଷରୁ ନିଃଶୁଳ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ମାରୱାଡି ଯୁବା ମଞ୍ଚ ବଙ୍ଗୋମୁଣ୍ଡା ଶାଖା ଓ ଶ୍ରୀ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି ରାଞ୍ଚି ମିଳିତ ଉଦ୍ୟମରେ ନିଃଶୁଳ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉଗ୍ରସେନ
Read More...