Browsing Tag

bhabanipatna news

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀଙ୍କୁ ୧୪ ବର୍ଷ ଜେଲ

ଭବାନୀପାଟଣା : ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଭବାନୀପାଟଣା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି , ୧୮ ଜଣ ସାକ୍ଷୀ ଏବଂ ୧୯ ଟି ପ୍ରମାଣ ଆଧାରରେ ଅଭିଯୁକ୍ତ
Read More...

ଯୁବ ଲେଖକଙ୍କ ୩୫୦ କି.ମି. ବାଇକ୍‌ ଯାତ୍ରା, ‘ଲାଇଫ୍‌ରେଚର୍‌’ର କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ

ଭବାନୀପାଟଣା, (ହେମନ୍ତ ସାହୁ) : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ସଂସ୍ଥା ଗ୍ଲୋବାଲ୍‌ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍‌ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯୁବ ଲେଖକ ତଥା ପ୍ରକୃତିପ୍ରେମୀଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ’ ଆୟୋଜିତ
Read More...

ନୂଆଁଖାଇର ମୂଳ ପରମ୍ପରା କେବେ ବଦଳିବ ନାହିଁ : ଲାଇଫ୍‌ରେଚର୍‌ ପକ୍ଷରୁ ନୂଆଁଖାଇର୍‌ ମିଲନ୍‌ କାର୍ଯ୍ୟକ୍ରମ

ଭବାନୀପାଟଣା, (ହେମନ୍ତ ସାହୁ) : ନୂଆଁଖାଇ ସହ ଜଡ଼ିତ ସାଂସ୍କୃତିକ ପରମ୍ପରା ଧୀରେ ଧୀରେ ବଦଳି ଆସୁଛି । ପୂର୍ବରୁ ନୂଆଁଖାଇ ବେଳେ ଆୟୋଜନ ହେଉଥିବା ଘୁମ୍‌ରା, ଢାପ୍‌, ବଜାଶାଲ୍‌, ବନାବାଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବର୍ତ୍ତିତ ହୋଇ ଏବେ ଡିଜେ, ଡିସ୍କୋ, ପାଶ୍ଚାତ୍ୟ ନାଚଗୀତରେ
Read More...

ଏବିଇଓ ଠାକୁର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭବାନୀପାଟଣା : ସ୍ଥାନୀୟ ଗଣନାଥୁର ହାଇସ୍କୁଲରେ ଭବାନୀପାଟଣା ଏବିଇଓ ଠାକୁର ଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁ ବର୍ତ୍ତମାନ ମ.ରାମୁରରେ ବିଇଓ ଭାବେ ପଦୋନ୍ନତି ପାଇଛନ୍ତି । ସେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ
Read More...

ସାହିତ୍ୟ କଥାର ନବମ ସ୍ୱନକ୍ଷତ୍ର ସମାରୋହ : ସାହିତ୍ୟ ଖବର ଦେବାରେ ସାହିତ୍ୟ କଥାର ପ୍ରୟାସ ଅଦ୍ୱିତୀୟ

ଭବାନୀପାଟଣା, (ପି.କେ. ସାହୁ) : ସାହିତ୍ୟ କଥା କେବଳ ଏକ ସମ୍ବାଦ ପତ୍ରିକା ନୁହେଁ, ସାହିତ୍ୟ ବିଷୟକ ଚଟାପଟ ଖବର ନୁହେଁ, ବରଂ ପ୍ରତିଭା ଅନ୍ୱେଷଣର ମହାର୍ଘ୍ୟ ପର୍ବଟିଏ । ଏଥିରେ ଲେଖକ, ପାଠକ ତଥା ସାହିତ୍ୟ ମନସ୍କ ଓ ତଲ୍ଲୀନ ଲୋକେ ସାହିତ୍ୟର ବିଭିନ୍ନ ବିଭାଗ ଦେଖିବାକୁ ପାଇପାରିବେ । ସାରା
Read More...

କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟ୍‌ ପର୍ଦ୍ଦାଫାସ : ୨୪ ଘଣ୍ଟାରେ ୯ ବାଘ ଛାଲ ଜବତ, ୭ ଗିରଫ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ଚାଲାଣ ରାକେଟ୍‌ର କ୍ରମାଗତ ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜିଲ୍ଲା ବନ ବିଭାଗ । ବାଘ ଛାଲ ଚୋରା ଚାଲାଣ ରାକେଟ୍‌ରେ ଏକ ବଡ଼ ଗୋଷ୍ଠୀ ସକ୍ରିୟ ଥିବା ସାମ୍ନାକୁ ଆସୁଛି । ସଂପୃକ୍ତ ଚାଲାଣକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି
Read More...

ଗୀତିକାର ପଦ୍ମନାଭ ଦୁବେ ଜୟନ୍ତୀ ସମାରୋହ ଆୟୋଜିତ

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଗୀତିକାର ୰ପଦ୍ମନାଭ ଦୁବେଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ଅମଲା ଭବନ ପରିସରରେ ଆୟୋଜିତ ହୋଇଯାଇଛି । ସାହିତ୍ୟ ଘର ପକ୍ଷରୁ ଆୟୋଜିତ ସମାରୋହକୁ ବିଶିଷ୍ଟ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ
Read More...

ବୃଦ୍ଧ ଦମ୍ପତିଙ୍କ ଘରୁ ଜମିପଟ୍ଟା, ବିଭିନ୍ନ କାଗଜାତ ଓ ଏକଭରି ସୁନା ଅଳଙ୍କାର ଚୋରି

ଭବାନୀପାଟଣା : କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନ ଇନ୍ଦ୍ରମାଲ ଗ୍ରାମର ଜଣେ ବୃଦ୍ଧ ଦମ୍ପତିଙ୍କ ଘରୁ କିଛି ଟଙ୍କା ସହ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଗ୍ରାମର କାହ୍ନୁ ସାହୁ (୭୫) ଓ ତାଙ୍କ ସ୍ତ୍ରୀ ବୁଧବାର ରାତିରେ ଖାଇ ଶୋଇଥିଲେ । ବିଳମ୍ବିତ ରାତିରେ
Read More...

ସାହିତ୍ୟ ଓ ସଂଗୀତର ଯୁଗଳବନ୍ଦୀ ଶ୍ରୀଉତ୍ସବ ଆୟୋଜିତ

● ଶ୍ରୀରୂପା ପବ୍ଲିକେସନ୍ ଡଟ୍ କମ୍ ଉନ୍ମୋଚିତ● ଏଣିକି ଅନଲାଇନରେ ମିଳିବ ଶ୍ରୀରୂପାର ବହି ଭବାନୀପାଟଣା, (କେପିଏନ୍‌ଏସ୍‌) : ପୁସ୍ତକ ପ୍ରକାଶନ ସଂସ୍ଥା ଶ୍ରୀରୂପା ପବ୍ଲିକେସନ୍ ପକ୍ଷରୁ ସାହିତ୍ୟ ଓ ସଂଗୀତକୁ ନେଇ 'ଶ୍ରୀଉତ୍ସବ' ଆୟୋଜିତ ହୋଇଯାଇଛି । ସ୍ଥାନୀୟ ରାମନଗର ପଡ଼ା ଗୋଲାପ ବାଗନା
Read More...