ଇନ୍ପୁଟ୍ ସବସିଡିରୁ ବଂଚିତ ଫଟାମୁଣ୍ଡା ଗ୍ରାମବାସୀ : ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗ୍ରାମ ପଂଚାୟତ ଫଟାମୁଣ୍ଡା ଗ୍ରାମବାସୀ ଇନ୍ପୁଟ୍ ସବସିଡି ପାଇନଥିବାରୁ ତହସିଲଦାର ସୁଶ୍ରୀ ସରୋଜା ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଜୁଲାଇ ମାସରେ କମ୍ ବର୍ଷା ହେବାରୁ!-->…
Read More...
Read More...