om academy

କରୋନରେ ବୃଦ୍ଧଙ୍କ ମୃତ୍ୟୁ : ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଶବ ସତ୍କାର କଲେ

jsm

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବ୍ୟାପକ ମାତ୍ରାରେ ବଢି ଚାଲିଛି କରୋନା ସଂକ୍ରମଣ । ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ତେବେ ଗତକାଲି ନୁନିଆପାଲି ଗ୍ରାମ ପଞ୍ଚାୟତର ନୁନିଆପାଲି ଗ୍ରାମର ଜଣେ ବୃଦ୍ଧ କରୋନାରେ ସଂକ୍ରମଣ ହୋଇ ମୃତ୍ୟ ବରଣ କରିଥିବା ବେଳେ ବୃଦ୍ଧଙ୍କ ପରିବାର ବର୍ଗ ଶବ ତ୍ସକାର ପାଇଁ ସହଯୋଗ ନ କରିବା ଯୋଗୁଁ ସ୍ଥାନୀୟ ପ୍ରଶାସନ ବି.ଡି.ଓ ଭୁବନ ଶତପଥୀ, ତହସିଲଦାର ସନ୍ତୋଷ କୁମାର ଦାଶ ଏବଂ ବ୍ଲକ ଉପାଧକ୍ଷ ମନମହୋନ ପଟେଲଙ୍କ ଉପସ୍ଥିତିରେ ଆଗଲପୁର ମାହେଶ୍ୱରୀ ସଂଗଠନ ଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତାମାନେ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.