om academy

ହରିୟାଣାରେ ପୁଣି ବଢିଲା ଲକଡାଉନ

jsm

ହରିୟାଣା : ହରିୟାଣାରେ ପୁଣି ବଢିଲା ଲକଡାଉନ ଅବଧି । ତେବେ ଏହି ଲକଡାଉନ ଅବଧିକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ବଢାଇଛନ୍ତି । ଜୁନ୍ ୭ ଯାଏଁ ଏହି ତାଲାବନ୍ଦ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ତେବେ ଏହି ତାଲାବନ୍ଦ ସମୟରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଅଡ ଇଭନ ଫର୍ମୂଲାକୁ ଅନୁସରଣ କରି ଦୋକାନୀମାନେ ସକାଳ ୯ ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଖୋଲିବେ। କଲେଜ, ଆଇଟିଆଇ ଏବଂ ବିଦ୍ୟାଳୟଗୁଡ଼ିକ ଆଗାମୀ ୧୫ ଜୁନ୍ ପର୍ୟ୍ୟନ୍ତ ବନ୍ଦ ରହିବ । ନାଇଟ୍ କର୍ଫ୍ୟୁ ରାତି ୧୦ରୁ ସକାଳ ୫ଟା ପର୍ୟ୍ୟନ୍ତ ସମସ୍ତଙ୍କ ପାଇଁ ବଳବତ୍ତର ରହିବ ।

Leave A Reply

Your email address will not be published.