ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ମୁକାବିଲା ସମ୍ବନ୍ଧରେ HFWOdisha କମିଶନର ତଥା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଏକ ପ୍ରେସ୍ ବିବୃତି ଅନୁଷ୍ଠିତ ହୋଇଯାଇଛି । ସେ ପ୍ରେସ ବିବୃତ୍ତିରେ କରୋନା ସଂକ୍ରମଣ ମୁକାବିଲା ସମ୍ବନ୍ଧରେ ଜନ ସାଧାରଣଙ୍କୁ ଅବଗତ କରାଇଛନ୍ତି ।
ସମ୍ପୂର୍ଣ୍ଣ ବିବୃତି ପାଇଁ ନିମ୍ନ ଲିଙ୍କ୍ କରନ୍ତୁ: