ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେନି ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଜି ଓଡ଼ିଶା ଗସ୍ତ ଥିବା ବେଳେ ତାହା ସ୍ଥଗିତ ହୋଇଛି । ନୀତୀଶଙ୍କ ଗସ୍ତ ସ୍ଥଗିତ ନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.