ପରୀ ହତ୍ୟାକା‌ଣ୍ଡ ମାମଲାରେ ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ

ଭୁବନେଶ୍ୱର : ପରୀ ହତ୍ୟାକା‌ଣ୍ଡ ମାମଲାରେ ନିଲମ୍ବିତ ହେଲେ ନୟାଗଡ଼ ଆଇଆଇସି ରୀନାରାଣୀ ସାହୁ ନିଲମ୍ବିତ ହୋଇଛ‌ନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ଅନ୍ୟପଟେ ନୟାଗଡ ଏସଡିପିଓଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି । ନୟାଗଡ ଏସଡିପିଓ ନିରଞ୍ଜନ ପାଢୀଙ୍କୁ ଡିଏସପି କନ୍ଧମାଳ ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.