centurian jitm

ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌

nschool

କେନ୍ଦୁଝର : ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ । ଖବର ଅନୁଯାୟୀ, ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ । ଆଉ ଏଥିରେ ରଘୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.