ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର : ଚଳିତବର୍ଷ ୧୧ ତାରିଖରେ ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ । ଏଥିପାଇଁ ମା’ ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆଜିଛି । ନୂଆ ଧାନରୁ ମା’ଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି । ମହାନ୍‌ ପର୍ବ ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ସକାଳ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।

Leave A Reply

Your email address will not be published.