om academy

ଭୁତିଆରବାହାଲରେ ଛତୁ ଚାଷ ପ୍ରଶିକ୍ଷଣ ଶିବିର

jsm

ଦେଓଗାଁ, (ମନିଷ କୁମାର ସାହୁ) : ଆତ୍ମନିର୍ଭରଶୀଳ ପ୍ରତିଷ୍ଠାନ ତରଫରୁ ବଲାଙ୍ଗୀର ସଦର ବ୍ଲକ୍ ଭୂତିଆରବାହାଲ୍ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲା, ଭୁତିଆରବାହାଲ୍, ନୁନିଆଢ଼ିପା, ନାରାୟଣପୁର ଗାଁର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନେଇ ଗତ ୫ ତାରିଖରୁ ଆସନ୍ତା ୧୪ ତାରିଖ ପର୍ୟ୍ୟନ୍ତ ୧୦ ଦିନ ଧରି ଭୂତିଆରବାହାଲ ପଞ୍ଚାୟତରେ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସତ୍ୟ ନାରାୟଣ ଭୋଇ, ସରପଞ୍ଚ ଶ୍ରୀମତୀ ପୁଷ୍ପିତା ସାହୁ, ଡାଇରେକ୍ଟର ଲକ୍ଷ୍ମୀଧର ମଲ୍ଲିକ, ବଲାଙ୍ଗୀର ବିପିଏମ୍ ତୀର୍ଥ ବାଗ, କୋର୍ସ୍ -କୋ- ଓଡ୍ରୋଡର ହିମକାନ୍ତ ଶତପଥୀ, ସାଗରିକା ହୋତା, ଏମବିିିକେ ଝିଲି ପାଣିଗ୍ରାହୀଙ୍କ ସହ ସମସ୍ତ ସିଆରପି ଉପସ୍ଥିତ ଥିଲେ।

Leave A Reply

Your email address will not be published.