om academy

ଜୟପୁରରେ ଭାଲୁପଲଙ୍କ ଉପଦ୍ରବ

jsm

ଜୟପୁର : ଭାଲୁକୁ ଘଉଡାଇବାକୁ ସ୍ଥାନୀୟ ଲୋକଙ୍କ ବିପଦଜନକ ପ୍ରୟାସ । ଆଗରେ ଭାଲୁ ଆଉ ପଛରେ ଦୌଡୁଛନ୍ତି ଗାଁ ଲୋକ । ହେଲେ ଭାଲୁକୁ କାବୁ କରିବାରେ ବିଫଳ ବନ ବିଭାଗ । ଏମିତି କିଛି ଦେଖିବାକୁ ମିଳିଛି ଜୟପୁର ନିକଟରେ ।

ସୂଚନା ଥାଉକି, ଜୟପୁର ନିକଟରେ ପୁଣିଥରେ ଭାଲୁ ଆତଙ୍କ ଦେଖାଦେଇଛି । ଆମ୍ବାଗୁଡା, କୁମୁଲିପୁଟ ଓ ବିଜେ-୨ ଗ୍ରାମରେ ପୁଣି ଭାଲୁ ଆତଙ୍କ ଦେଖା ଦେଇଛି । ଭାଲୁ ଗୁଡିକ ଗାଁ ଛାଡି ଯାଉନଥିବାରୁ ଆତଙ୍କିତ ଅବସ୍ଥାରେ ଲୋକେ । ଗତ କିଛି ଦିନ ହେଲା ୪ଟି ଭାଲୁ ଜଙ୍ଗଲ ଛାଡି ଗାଁ ଭିତରକୁ ଚାଲି ଆସିଛନ୍ତି ।

Leave A Reply

Your email address will not be published.