oom

ଗୋଁଣ୍ତୱାନା ସମାଜର ବୁଢାଦେଓଙ୍କ ବାର୍ଷିକ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଗୋଁଣ୍ତୱାନା ଭବନ ଠାରେ ବୁଢାଦେଓଙ୍କ ବାର୍ଷିକ ଉତ୍ସବ ଓ ଜିଲ୍ଲା କମିଟିର ସପୋତତ୍ସବ ସ୍‌ସ୍ୱାଗତ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଜିଲ୍ଲା ସଭାପତି ଭାଗିରଥି ସିଂହଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ରାଜ୍ୟ ସଭାପତି ମହେନ୍ଦ୍ର ନାଏକ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାମ ସିଂ ମାଝୀ, ରାଜ୍ୟ ସଭ୍ୟ ହୋମ ସିଂ ମାଝୀ, ରାଜ୍ୟ ସଭ୍ୟ ବିନୋଦ ମଲ୍ଲିକ, ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ଛତିଶଗଡର ଦୀପକ୍ ରାମ ଠାକୁର, ପ୍ରଭାରୀ ଚୁଡାମଣି ଧରୁଆ, ମଧୁସୂଦନ ପ୍ରଧାନ, ରାଜ୍ୟ ସଚିବ ସୌଦାଗର କୁଅଁର, କଲ୍ୟାଣ ମଣ୍ତପ ନିର୍ମାଣର ଅଧ୍ୟକ୍ଷ ଭାଗବତିଆ ସିଂ ଦାଉ, ଉଦ୍ୟୋକ୍ତା ତଥା ଉପ ସଭାପତି ଚୈତୁ ସିଂ ଦେଓ, ଉପ ସଭାପତି ଅହଲ୍ୟା ଭୋଇ, ଜୟ ସିଂ ଦାଉ, ଜିଲ୍ଲା କମିଟି ସମସ୍ତ ସଭ୍ୟ ସଭ୍ୟ ଓ ଜିଲ୍ଲାର ସମସ୍ତ ବ୍ଲକ କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ମହା ସଚିବ ଧନଶ୍ୱେର ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.