oom

ବ୍ୟାଙ୍କସଖୀ ସେବା ଉଦ୍‌ଘାଟିତ

jsmm

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ର ୫ ପଞ୍ଚାୟତରେ ବ୍ୟାଙ୍କସଖୀ ସେବା ଉଦ୍‌ଘାଟିତ ହୋଇଥିବା ବେଳେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ. ଶଶିଭୂଷଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ସବ୍ୟସାଚୀ ପୂଜାରୀ, ଯୁଗ୍ମ ନିର୍ଦ୍ଦେଶକ ନିଳାଦ୍ରୀ ବେହେରା, ଜିଲ୍ଲା ଭାରପ୍ରାପ୍ତ ଅଧିକାରୀ ବିପ୍ରଚରଣ ରଣା ଅଦିଥି ଭାବେ ଯୋଗଦାନ କରିଥିଲେ । ଅତିଥିମାନେ ନବ ନିଯୁକ୍ତ ବ୍ୟାଙ୍କସଖୀଙ୍କୁ ଶୁଭେଚ୍ଛା ପ୍ରଦାନ ସହ ଯୋଜନାର ପରିଚାଳିକା ଦାୟିତ୍ୱ ପ୍ରଦାନ କରିଥିଲେ ଓ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.