om academy

ମୋ ବସ୍‌ରେ ଅଗ୍ନିକାଣ୍ଡ

jsm

କଟକ : ମୋ ବସ୍‌ରେ ଅଗ୍ନିକାଣ୍ଡ । କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ତେବେ ବସ୍‌ରେ ନିଆଁ ଲାଗିବା ବେଳେ କୌଣସି ଯାତ୍ରୀ ନଥିଲେ । ଯାହାଫଳରେ ଏକ ବଡ଼ ଧରଣର ଅଘଟଣରେ ଅଳ୍ପକେ ବର୍ତ୍ତି ଯାଇଛି । ବସ୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡି ଯାଇଥିବାର ସୂଚନା ମିଳିଛି । ତେବେ ବସ୍‌ରେ କିଭଳି ନିଆଁ ଲାଗିଲା ତାହାର କାରଣ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.