Browsing Category
ଓଡିଶା
‘ତହଁକ୍ କୁଟୁମ୍’ର ନୂଆଁଖାଇ ଜୁହାର୍ ଭେଟ୍ ମହାସମାରୋହରେ ଅନୁଷ୍ଠିତ
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଯାଦବ ଭବନ ପରିସରରେ ‘ତହଁକ୍ ସାହିତ୍ୟ କୁଟୁମ୍’ ଆନୁକୂଲ୍ୟରେ ପାରମ୍ପରିକ ଗଣପର୍ବ ‘ନୂଆଁଖାଇ ଜୁହାର୍ ଭେଟ୍’ ଏବଂ ସାରସ୍ୱତ ସମାରୋହ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦିବସର ପ୍ରଥମ ପର୍ଯ୍ୟାୟରେ ଇଷ୍ଟଦେବୀ ମା' ପାଟଣେଶ୍ୱରୀ ଓ ମା'!-->…
Read More...
Read More...
ଗେଟସରୋବରପଡ଼ାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲିପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ବଲାଙ୍ଗିର ଠାରେ ଶନିବାର ଅନୁଷ୍ଠିତ ହେଇଥିଲା । ଏହି!-->…
Read More...
Read More...
ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆଙ୍ଗନକା ଉତ୍ସବ ପାଳନ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଆଜି ଠାରୁ ଆଙ୍ଗନକା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଜି ପ୍ରତ୍ୟେକ ଅଙ୍ଗନବାଡି!-->…
Read More...
Read More...
‘ମନ କି ବାତ୍’ର ୧୩୮ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର ‘ମନ୍ କି ବାତ୍’ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣିଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି । ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି । ‘ମନ୍ କି ବାତ୍’ରେ ଆମେ ଦେଶବାସୀଙ୍କ ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ । ଦେଶର!-->!-->!-->…
Read More...
Read More...
ଚାନ୍ଦଲି ପାହାଡ଼ ପରିସରରେ ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଦେଷଣ୍ଡ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ଆଜି ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଏହି ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟଭରା!-->…
Read More...
Read More...
ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ ସାଧାରଣ ପରିଷଦ ବୈଠକ
ବୀରମିତ୍ରପୁର, (କେପିଏନ୍ଏସ୍) : ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳର ରାଜ୍ୟ ସଂଖ୍ୟାଲଘୁ ସେଲ୍ ସାଧାରଣ ପରିଷଦ ବୈଠକରେ ଯୋଗଦାନ କଲେ ବୀରମିତ୍ରପୁର ବିଧାୟକ ରୋହିତ୍ ଯୋଶେଫ୍ ତିର୍କୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଏବଂ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ!-->…
Read More...
Read More...
ବିଶ୍ୱ ପର୍ଯ୍ୟଟନ ଦିବସରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ‘ଓଡ଼ିଶା ପ୍ରୋମୋ ରନ୍’ ଆୟୋଜିତ ହୋଇଛି । ‘ଓଡ଼ିଶା ପ୍ରୋମୋ ରନ୍’ରେ ମହିଳା ବର୍ଗରେ!-->…
Read More...
Read More...
ବଲାଙ୍ଗିରରେ ଆୟୁଷ ଛାତ୍ରଛାତ୍ରୀଙ୍କ ବ୍ଲାକ ଡେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୨୭କୁ ବ୍ଲାକ ଡେ ଭାବେ ପାଳନ କରିଛନ୍ତି ବଲାଙ୍ଗିରର ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ । ବିଭିନ୍ନ ଦାବି ପୂରଣକୁ ନେଇ ୨୦୨୩ ମସିହାରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ ଆୟୁଷ ଡାକ୍ତର ଓ ଛାତ୍ରଛାତ୍ରୀ । ତେବେ ସେମାନଙ୍କ ଅଭିଯୋଗ!-->…
Read More...
Read More...
ତ୍ୟାଗ ଓ ବଳିଦାନର ପ୍ରତୀକ ସହିଦ ଭଗତ ସିଂ
ଗୋପାଳପୁର, ବାଲେଶ୍ୱର : ଏ ବର୍ଷ ଆମେ ୮୦ ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଏହା ଆମ ୧୪୦ କୋଟି ଭାରତୀୟ ମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜ ମାନେ ଆମ ଦେଶରେ ଆଧିପତ୍ୟ!-->…
Read More...
Read More...
କଣ୍ଟାବାଞ୍ଜି ସିଏଚ୍ସିରେ ନବୀନ ପଟ୍ଟନାୟକଙ୍କ ନାମଫଳକ ପୁନଃସ୍ଥାପନ ଦାବି
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ପୂର୍ବତନ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଥିବା ଉଦ୍ଘାଟନ ଫଳକ ପୁନଃସ୍ଥାପନ କରିବାକୁ ଦାବି ହୋଇଛି । ଏନେଇ ବିଜେଡି ମାଇନରିଟି ସେଲ୍ର କାର୍ଯ୍ୟକାରୀ!-->…
Read More...
Read More...