Browsing Category

ଓଡିଶା

ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ

ମାନନୀୟ ସଦସ୍ୟଗଣ, ସଂସଦର ଉଭୟ ସଦନରେଏକାଠି ଭାଷଣ ଦେବା ମୋତେ ଅତି ଆନନ୍ଦ ଦେଉଛି। ଗତ ବର୍ଷ ଭାରତର ଦ୍ରୁତ ବିକାଶ ଏବଂ ଏହାର ସମୃଦ୍ଧ ଐତିହ୍ୟ ପାଇଁ ସ୍ମରଣୀୟ ହୋଇ ରହିଛି। ଏହି ସମୟ ଅନେକ ପ୍ରେରଣା ନେଇଆସିଛି। ବର୍ତ୍ତମାନ ଭାରତ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି। ଏହି ଗଭୀର
Read More...

ନୂଆଦିଲ୍ଲୀଠାରେ ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମନ୍ବୟର ଏକ ନୂତନ ଯୁଗରେ ପ୍ରବେଶ କରିଛି: ପ୍ରଧାନମନ୍ତ୍ରୀଐତିହାସିକ ଭାରତ- ୟୁରୋପୀୟ ସଂଘ ଏଫଟିଏ ଶ୍ରମ-କୈନ୍ଦ୍ରିକ ଉତ୍ପାଦ ପାଇଁ ବଜାର ସଂଯୋଗ ଖୋଲିଛି: ପ୍ରଧାନମନ୍ତ୍ରୀଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ବିସ୍ତାର କରିବା ନିମନ୍ତେ 'ସମଗ୍ର ସମାଜ' ସହଭାଗୀତା
Read More...

ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ ଅଭିଭାଷଣ ସହିତ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି : ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତିଙ୍କ ଅଭିଭାଷଣ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରି ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ
Read More...

ମୁରିବାହାଲରେ ବ୍ଲକ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ବ୍ଲକ କଂଗ୍ରେସ କମିଟି ଓ ବିକାଶ ମଞ୍ଚର ପୂର୍ଣ୍ଣ ସମର୍ଥନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ନବନିର୍ମାଣ କୃଷକ ସଂଗଠନ ଓ ବଲାଙ୍ଗିର ଜିଲ୍ଲା ମିଳିତ କୃଷକ ମଞ୍ଚ ତଥା ବ୍ଲକ କୃଷକ ସଂଗଠନ ପକ୍ଷରୁ ବୁଧବାର ଆଠ ଘଣ୍ଟା ପାଇଁ ଦିଆଯାଇଥିବା ବନ୍ଦ ଡାକରା ମୁରିବାହାଲ ବ୍ଲକ ଅଞ୍ଚଳରେ
Read More...

ଅଏଁଲାଭଟା ମା’ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗ୍ରାମ ପଂଚାୟତ ଅଏଁଲାଭଟା ଗ୍ରାମର ଖେଳ ପଡିଆଠାରେ ଚାଲିଥିବା ୪ତମ ମା' ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ବୁଧବାର ଉଦଘାଟନ ହୋଇଯାଇଛି । ମା' ମାଉଲି ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆଜି ୨୮
Read More...

ପାଇଖାନା କାନ୍ଥ ପଡ଼ି ଯୁବକଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ମଙ୍ଗଳବାର ଭୋର ୫ଟାରେ ପାଇଖାନାର କାନ୍ଥ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ଗିରୀଶ ଚନ୍ଦ୍ର ରଣା (୪୫) ମଙ୍ଗଳବାର ସକାଳ
Read More...

୨୦୨୬ ଉଦ୍ୟୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ-ଓଡିଶା ଏବଂ ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଉରକେଲା ହକି ଭିଲେଜ ମେଫେୟାର ହୋଟେଲ ଠାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀମାନଙ୍କୁ ସମ୍ବୋଧିତ କରି
Read More...

ଫେବୃୟାରୀ ୧ରେ ତୋଷାଳୀ ମହୋତ୍ସବ ଉପଲକ୍ଷେ କବିତା ଆସର ଅନୁଷ୍ଠିତ ହେବ

ତୁଷୁରା, (କେପିଏନ୍‌ଏସ୍‌) : ଆସନ୍ତା ୨୯ ଜାନୁଆରୀରୁ ୧ ଫେବୃଆରୀ ପର୍ଯ୍ୟନ୍ତ ପଞ୍ଚମ ତୋଷାଳୀ ମହୋତ୍ସବ ତୁଷୁରା ଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଫେବୃଆରୀ ୧ ତାରିଖ ରବିବାର ଦିନ ନିଷାନ ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀ, ତୁଷୁରା ଆନୁକୂଲ୍ୟରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହେବ
Read More...

ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍) : ବଲାଙ୍ଗିର ସହରର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପତିତପାବନ ଏକାଡେମୀର ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶ(୮୦)ଙ୍କ ବିୟୋଗ ଘଟିଯାଇଛି । ଆଜି ବଲାଙ୍ଗିର ସ୍ଵରାଜ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଥିବା ତାଙ୍କ ପରିବାର
Read More...

ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ନିର୍ମଳ ମୁଣ୍ଡା ନଗର ଶାଖା ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ତଥା ବନ୍ଦେ ମାତରଂ @୧୫୦ ଆଲୋଚନାଚକ୍ର ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରାଧ୍ୟାପକ
Read More...