Browsing Category
ଦେଶ ବିଦେଶ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ୧୦,୦୦୦ ନବଗଠିତ ବହୁମୁଖି ପ୍ରାଥମିକ…
● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସମବାୟରୁ ସମୃଦ୍ଧି’ ମନ୍ତ୍ରକୁ ସାକାର କରିବା ପାଇଁ, ପ୍ରତ୍ୟେକ ଗ୍ରାମରେ ପ୍ୟାକ୍ସର ପହଞ୍ଚ ସୁନିଶ୍ଚିତ କରାଯାଉଛି● ମୋଦୀ ସରକାର ପ୍ୟାକ୍ସଗୁଡ଼ିକର କାର୍ଯ୍ୟକାରିତା, ପ୍ରାସଙ୍ଗିକତା, ସାଧନଯୋଗ୍ୟତା ଏବଂ ସକ୍ରିୟତା ପ୍ରତି ଦୃଷ୍ଟି ଦେଇ ସେସବୁର!-->…
Read More...
Read More...
ସମ୍ବଲପୁର ବୁର୍ଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
• ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ଅଟଳଜୀ - ଧର୍ମେନ୍ଦ୍ର ପ୍ରଧାନ• ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଏବଂ ସୁଶାସନ ଦିବସର ଶୁଭେଚ୍ଛା ଜଣାଇଲେ• ‘ଅଟଳ ଉଦ୍ୟାନ’ର ଉଦ୍ଘାଟନ ସହ ଗୋଲଗୁଣ୍ଡା ଛକକୁ ‘ଅଟଳ ଛକ’ ନାମକରଣର ଶୁଭାରମ୍ଭ• ଓଡ଼ିଶାରେ ବିଜେପି ସରକାରକୁ ଆସିବାରେ ଅଟଳଜୀଙ୍କର!-->…
Read More...
Read More...
କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଡିସେମ୍ବର ୨୫, ୨୦୨୪, ବୁଧବାର ଦିନ ନୂଆଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀରେ…
ଅମିତ ଶାହା ନବଗଠିତ ସମବାୟ ସମିତିଗୁଡ଼ିକୁ ପଞ୍ଜୀକରଣ ପ୍ରମାଣପତ୍ର, ରୂପେ କିଷାନ କ୍ରେଡିଟ୍ କାର୍ଡ (କେସିସି) ଏବଂ ମାଇକ୍ରୋ ଏଟିଏମ୍ ବଣ୍ଟନ କରିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ପଞ୍ଚାୟତରେ ସମବାୟ ପ୍ରତିଷ୍ଠା ସୁନିଶ୍ଚିତ କରିବାକୁ!-->…
Read More...
Read More...
ଏନ୍ସିଆର୍ବିରେ ତିନି ନୂଆ ଫୌଜଦାରୀ ଆଇନର କାର୍ଯ୍ୟାନ୍ୱୟନ ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ…
ସିସିଟିଏନ୍ଏସ୍ ୨.୦, ଏନ୍ଏଏପଆଇଏସ୍, କାରାଗାର, କୋର୍ଟ, ପ୍ରୋସିକ୍ୟୁସନ, ଫରେନ୍ସିକ୍ସର ଆଇସିଜେଏସ ସହ ମିଶ୍ରଣର ସମୀକ୍ଷା ବୈଠକଇ-ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ-ସାଇନ, ଇ-ସମନ୍ସ ବ୍ୟବହାର କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗୁରୁତ୍ୱାରୋପତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ!-->…
Read More...
Read More...
କ୍ୟାଥୋଲିକ ବିଶପ୍ସ କନ୍ଫରେନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି…
ଏହା ଗର୍ବର ମୁହୂର୍ତ୍ତ ଯେ ପୋପ ଫ୍ରାନ୍ସିସ୍ ଜର୍ଜ କୁଭାକଡ଼ଙ୍କୁ ପବିତ୍ର ରୋମାନ କ୍ୟାଥଲିକ୍ ଚର୍ଚ୍ଚର କାର୍ଡିନାଲ କରିଛନ୍ତି : ପ୍ରଧାନମନ୍ତ୍ରୀସେମାନେ ଯେକୌଣସି ସ୍ଥାନରେ ଥାଆନ୍ତୁ କିମ୍ବା ଯେକୌଣସି ସଙ୍କଟର ସମ୍ମୁଖୀନ ହୁଅନ୍ତୁ ନା କାହିଁକି, ଆଜିର ଭାରତ ନିଜ ନାଗରିକଙ୍କୁ ସୁରକ୍ଷିତ!-->…
Read More...
Read More...
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଡିଜିଟାଲ ରୁପାନ୍ତରଣକୁ ଆଗକୁ ବଢ଼ାଇବା, ଡିଜିଟାଲ…
ଏହି ସମ୍ମିଳନୀରେ ଡିଜିଟାଲ୍ ବିଭାଜନକୁ ଦୂର କରିବା, ବିଶେଷ କରି ଉତ୍ତର-ପୂର୍ବ ଏବଂ ପାହାଡ଼ିଆ ରାଜ୍ୟଗୁଡ଼ିକର ଉନ୍ନତି ଲାଗି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଦର୍ଶିତ କରାଯାଇଥିଲା ।ଡିପିଡିପି ଅଧିନିୟମ ପାଳନ ଉପରେ ଗୁରୁତ୍ୱ ଦେଇ ମାନକୀକରଣ ଏବଂ!-->…
Read More...
Read More...
‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟାମକ, ୨୦୨୪ (୨୦୨୪ର ୦୮) ଏବଂ ‘‘ଦୂରସଞ୍ଚାର ଶୁଳ୍କ (ସପ୍ତଦଶ…
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଆଜି ‘‘ଦୂରସଞ୍ଚାର ଉପଭୋକ୍ତା ସୁରକ୍ଷା (ଦ୍ୱାଦଶ ସଂଶୋଧନ) ନିୟାମକ, ୨୦୨୪ (୨୦୨୪ର ୦୮) (‘‘ନିୟାମକ’’ ଭାବେ ଉଲ୍ଲେଖ କରାଯାଇଛି) ଏବଂ ‘‘ଦୂରସଞ୍ଚାର ଶୁଳ୍କ (ସପ୍ତଦଶ ସଂଶୋଧନ) ଆଦେଶ, ୨୦୨୪’’ (୨୦୨୪ର ୦୨)!-->…
Read More...
Read More...
ଭାରତର ଆର୍ଥିକ ପରିଦୃଶ୍ୟରେ ପରିବର୍ତ୍ତନ ଆଣୁଛି ଏମ୍ଏସ୍ଏମ୍ଇ ବିପ୍ଳବ
● ୨୦୨୪-୨୫ରେ ୧୨.୩୯ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଏମ୍ଏସ୍ଏମ୍ଇ ରପ୍ତାନି● ଭାରତକୁ ବିଶ୍ୱ ଆର୍ଥିକ ମହାଶକ୍ତିରେ ପରିଣତ କରିବାରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଲଘୁ,!-->!-->!-->…
Read More...
Read More...
ପାରାଦୀପରେ ‘ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
• ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭର – ଧର୍ମେନ୍ଦ୍ର ପ୍ରଧାନ• Energon Polymatics କମ୍ପାନୀ ଦ୍ୱାରା ସ୍ଥାପିତ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନାର ପ୍ରକ୍ରିୟାକରଣ କ୍ଷମତା ରହିଛି ମାସିକ ୫୦୦ ମେଟ୍ରିକ୍ ଟନ• ଏହି ୟୁନିଟ୍ ଦ୍ୱାରା ଲୋକମାନେ ନିଯୁକ୍ତି ପାଇବା ସହ!-->…
Read More...
Read More...
ଭାରତକୁ ବିଶ୍ୱର ଖାଦ୍ୟ ଝୁଡିରେ ପରିଣତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି : କେନ୍ଦ୍ର କୃଷି ମନ୍ତ୍ରୀ…
● ଗବେଷକଙ୍କ କାର୍ଯ୍ୟ କେବଳ ପରୀକ୍ଷାଗାରରେ ସୀମିତ ରହିବା ଉଚିତ ନୁହେଁ, ଏହା କୃଷକଙ୍କ ପାଖରେ ମଧ୍ୟ ପହଞ୍ଚିବା ଉଚିତ : ଶ୍ରୀ ଚୌହାନ● କୃଷକ ମାନଙ୍କର ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି : ଶ୍ରୀ ଚୌହାନ● କୃଷି କ୍ଷେତ୍ର ସହ ଜଡ଼ିତ ବୈଜ୍ଞାନିକ ଓ କୃଷକମାନେ!-->…
Read More...
Read More...